୧୧ ସେପ୍ଟେମ୍ବର, ସୋମବାର: କେମିତି କଟିବ ଆଜିର ଦିନ

zodaic-signs

ମେଷ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜିର ଦିନରେ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ବୃଷ: ଅସୁସ୍ଥ ଅନୁଭବ କରିପାରନ୍ତି। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଶାନ୍ତି ବଢ଼ିପାରେ। ମାଆଙ୍କ ସହଯୋଗ ମିଳିବ।

ମିଥୁନ: କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଅଟକି ଥିବା କାମ ସଂପନ୍ନ ହେବ। ବ୍ୟବସାୟରେ ଲାଭ ହୋଇପାରେ। ବିବାଦରେ ପଡ଼ିପାରନ୍ତି।

କର୍କଟ:  ଧନପ୍ରାପ୍ତିର ଯୋଗ ରହିଛି। ମାନସମ୍ମାନ ମିଳିବ। କ୍ୟାରିୟରରେ ସଫଳତା ମିଳିବ। ଶୁଭ ସମାଚାର ମିଳିପାରେ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିପାରନ୍ତି।

 ସିଂହ: ମାନସିକ ଅଶାନ୍ତିରେ ରହିପାରନ୍ତି।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦାୟିତ୍ୱ ବଢ଼ିବ। କ୍ୟାରିୟରରେ ସଫଳତା ମିଳିବ। ଯାତ୍ରା କରିପାରନ୍ତି।

କନ୍ୟା: ଆଜି ଦିନ ପାଇଁ ଶୁଭଙ୍କର। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ହେବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।  କର୍ମକ୍ଷେତ୍ରରେ ପ୍ରଂଶସା ମିଳିବ।

ତୁଳା: ସନ୍ତାନ ପ୍ରାପ୍ତି ଯୋଗ ରହିଛି।  କ୍ୟାରିୟରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆଘାତ ଲାଗିପାରେ।

ବିଛା:  ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନୂଆ ଦାୟିତ୍ୱ ନେଇପାରନ୍ତି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପରିବାର ସଦସ୍ୟଙ୍କ ଖୁସିରେ ସମୟ ଅତିବାହିତ କରିପାରନ୍ତି।

ଧନୁ: ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବିବାଦରୁ ଦୂରେଇ ରୁହନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ମାନସିକ ଅଶାନ୍ତିରେ ରହିପାରନ୍ତି।

ମକର: ବୈବାହିକ ଜୀବନ ସୁଖମୟ ହେବ।  ବ୍ୟବସାୟରେ ସଫଳତା ମିଳିବ।  କୌଣସି କଥାକୁ ନେଇ ଅଯଥା ଚିନ୍ତା କରିପାରନ୍ତି।  ଯାନବାହାନରେ ବାହାରକୁ ଗଲାବେଳେ ସାବଧାନ ସହକାରେ ଯାଆନ୍ତୁ।

କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ସମସ୍ୟାରେ ପଡ଼ିପାରନ୍ତି। ନୂଆକାର୍ଯ୍ୟ ଆରମ୍ଭ କରିପାରନ୍ତି।

ମୀନ: ଧନପ୍ରାପ୍ତିରଯୋଗ ରହିଛି। ଅଟକି ଥିବା ଆଜି ପୂରା ହୋଇପାରେ। ଯାତ୍ରା କରିପାରନ୍ତି। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁବିଧାରେ ପଡ଼ିପାରନ୍ତି।

Previous ArticleNext Article

Send this to a friend