୧୪ ଅଗଷ୍ଟ, ସୋମବାର: କେମିତି କଟିବ ଆଜିର ଦିନ

ମେଷ- ନୂଆ ଜିନିଷ କିଣି ପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଆର୍ଥିକ କ୍ଷେତ୍ରରେ ଲାଭାନ୍ୱିତ ହେବେ। ବୃଷ- ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ- ପାରିବାରିକ କହଳରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ବ୍ୟସ୍ତ ରହିବେ। କର୍କଟ- ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ପରିବର୍ତ୍ତନ ହୋଇପାରେ। କନ୍ୟା- ମକଦ୍ଦମାରେ ସଫଳତା ମିଳିବ। ପରିବାରରେ ଶୁଭ କାମ ହେବ। ସନ୍ତାନଙ୍କ ଉନ୍ନତି ହେବ। ତୁଳା- […]

zodaic

zodaic

Rakesh Mallick
  • Published: Monday, 14 August 2017
  • Updated: 13 September 2017, 11:41 AM IST

Sports

Latest News

ମେଷ- ନୂଆ ଜିନିଷ କିଣି ପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଆର୍ଥିକ କ୍ଷେତ୍ରରେ ଲାଭାନ୍ୱିତ ହେବେ।

ବୃଷ- ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଭଲ ରହିବ।

ମିଥୁନ- ପାରିବାରିକ କହଳରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ ବ୍ୟସ୍ତ ରହିବେ।

କର୍କଟ- ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଲାଭବାନ ହେବେ। ଚାକିରିରେ ପରିବର୍ତ୍ତନ ହୋଇପାରେ।

କନ୍ୟା- ମକଦ୍ଦମାରେ ସଫଳତା ମିଳିବ। ପରିବାରରେ ଶୁଭ କାମ ହେବ। ସନ୍ତାନଙ୍କ ଉନ୍ନତି ହେବ।

ତୁଳା- ଅସୁସ୍ଥ ଅନୁଭବ କରିବେ। ଜିରା ଖାଇ ଘରୁ ବହାରନ୍ତୁ। ବିବାଦ ଭିତରେ ଫସି ଯାଇପାରନ୍ତି।

ବିଛା- ଭାଇ-ଭଉଣୀଙ୍କ ସମ୍ପର୍କ ସୁମଧୁର ହେବ। ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି।

ଧନୁ- ଯାନବାହାନ କିଣିପାରନ୍ତି। ଚାକିରିରେ ଲାଭାବାନ ହେବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

ମକର- ସନ୍ତାନ ପ୍ରାପ୍ତି ହୋଇପାରେ। ଶିକ୍ଷାର୍ଥୀମାନେ ସାବଧାନତା ଅବଲମ୍ୱନ କରନ୍ତୁ। ଜଗିରଖି ପଇସା ଖର୍ଚ୍ଚ କରନ୍ତୁ।

କୁମ୍ଭ- ଶିକ୍ଷା ଓ ପ୍ରତିଯୋଗିତାରେ ସଫଳତା ମଳିବ। ପରିବାରରେ କୌଣସି ବିବାଦ ଥିଲେ ତା’ର ଆଜି ସମାଧାନ ହେବ।

ମୀନ-ମାନସମ୍ମାନ ମିଳିବ। ବ୍ୟବସାୟରେ ସଫଳତା ମଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos