୨୧ ଅଗଷ୍ଟ, ସୋମବାର: କେମିତି କଟିବ ଆଜିର ଦିନ

ମେଷ: ଖଳ ପ୍ରକୃତିର ଲୋକେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଉଦ୍ୟମ କରିପାରନ୍ତି। ଆପଣଙ୍କୁ ଶାନ୍ତ ରହି ଏହାର ମୁକାବିଲା କରିବାକୁ ପଡ଼ିବ। ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଖୁସି ଖବର ମିଳିପାରେ। ସକାରାତ୍ମକ ରୁହନ୍ତୁ, ଏହାର ଲାଭ ଭବିଷ୍ୟତରେ ପାଇବେ। ଆଜି ଆୟ ଅନୁସାରେ ଅଧିକ ଖର୍ଚ୍ଚ ହୋଇପାରେ। ପାରିବାରିକ ସମସ୍ୟା ଦୂର ହେବ। ବୃଷ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ଦିଆଯାଇପାରେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି ତା’ହେଲେ […]

zodaic

zodaic

Rakesh Mallick
  • Published: Monday, 21 August 2017
  • Updated: 13 September 2017, 11:40 AM IST

Sports

Latest News

ମେଷ: ଖଳ ପ୍ରକୃତିର ଲୋକେ ଆପଣଙ୍କୁ ଅସୁବିଧାରେ ପକାଇବାକୁ ଉଦ୍ୟମ କରିପାରନ୍ତି। ଆପଣଙ୍କୁ ଶାନ୍ତ ରହି ଏହାର ମୁକାବିଲା କରିବାକୁ ପଡ଼ିବ। ଯଦି ଆପଣ ନୂଆ ଚାକିରି ଖୋଜୁଛନ୍ତି, ତା’ହେଲେ ଆଜି ଖୁସି ଖବର ମିଳିପାରେ। ସକାରାତ୍ମକ ରୁହନ୍ତୁ, ଏହାର ଲାଭ ଭବିଷ୍ୟତରେ ପାଇବେ। ଆଜି ଆୟ ଅନୁସାରେ ଅଧିକ ଖର୍ଚ୍ଚ ହୋଇପାରେ। ପାରିବାରିକ ସମସ୍ୟା ଦୂର ହେବ।

ବୃଷ: ଅଫିସ୍‌ରେ ବା କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ଦିଆଯାଇପାରେ। ଯଦି ଆପଣ ବ୍ୟବସାୟ କ୍ଷେତ୍ରରେ ଅଛନ୍ତି ତା’ହେଲେ ଆଜି ଦିନଟି ଆପଣଙ୍କ ପାଇଁ ବହୁତ ବଢ଼ିଆ। ବେପାରରେ ଭଲ ଲାଭ ହେବ ଓ ଆର୍ଥିକ ସମସ୍ୟା ଦୂର ହେବ। ସାଂଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।

ମିଥୁନ: ସମ୍ମାନିତ ହୋଇପାରନ୍ତି। ଧନଲାଭ ଯୋଗ ଅଛି। ଚାହୁଁ ଥିବା କାର୍ଯ୍ୟରେ ସଫଳତା ମିଳିବ। ଯେଉଁମାନେ ଋଣ ପାଇଁ ଆବେଦନ କରିଛନ୍ତି ସେମାନେ ଖୁସି ଖବର ପାଇପାରନ୍ତି।

କର୍କଟ: ବନ୍ଧୁ ଅବା କୌଣସି ନିକଟତର ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ ଯଥାସମ୍ଭବ ଆଜି କଥାବାର୍ତ୍ତା ହେବା ବେଳେ ନିଜକୁ ସଂଯମ ରଖନ୍ତୁ। ପରିବାରରେ ଶାନ୍ତି ବଜାୟ ରହିବ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ ଅଛି। ବକେୟା ଅର୍ଥ ପାଇବେ।

ସିଂହ: ଆଜି ଆପଣ ନିଜ ସାଥୀଙ୍କ ସହ ସମୟ ବିତାଇବାକୁ ଚାହିଁବେ। କିନ୍ତୁ କାର୍ଯ୍ୟଭାର ଯୋଗୁଁ ଏହା ସମ୍ଭବ ହୋଇନପାରେ। ତେଣୁ କିଛି ସମୟ କାଢ଼ିବାକୁ ନିଶ୍ଚିତ ଉଦ୍ୟମ କରନ୍ତୁ। ଛୋଟମୋଟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।  ତେବେ ପ୍ରତିବନ୍ଧକଗୁଡ଼ିକର ସାମ୍ନା କରି ଆଗକୁ ବଢ଼ିବା ବୁଦ୍ଧିମାନର କାମ ହେବ।

କନ୍ୟା: ଗୃହକୁ ବନ୍ଧୁ ଆସିବେ। ମହିଳାମାନେ ଘରେ ଓ ବାହାରେ ପ୍ରଶଂସିତ ହେବେ। ଦୀର୍ଘ ଦିନ ଧରି ରହିଥିବା କୌଣସି ଇଚ୍ଛା ଆଜି ପୂରଣ ହେବ।  ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାରରେ ହସଖୁସିର ବାତାବରଣ ରହିବ।

ତୁଳା: ପରିବାରର କୌଣସି ସଦସ୍ୟଙ୍କ ସହିତ ଝଗଡ଼ା ହୋଇପାରେ। ଏହି କାରଣରୁ ଆପଣ ଉଦାସ ରହିପାରନ୍ତି। ନିଜ ଭାବନାକୁ ସ୍ପଷ୍ଟ ଭାବେ ଉପସ୍ଥାପିତ କରନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ହୋଇପାରେ।

ବିଛା:  ଆର୍ଥିକ ସ୍ଥିତିକୁ ମଜବୁତ କରିବାକୁ ଯଥାସମ୍ଭବ ପ୍ରୟାସ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଚାପମୁକ୍ତ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ଧନୁ: ଶାରୀରିକ ଓ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ରହିବେ। ଉଭୟ ଘରେ ଓ ଅଫିସରେ ଆପଣ କାର୍ଯ୍ୟରେ ସମସ୍ତେ ସନ୍ତୁଷ୍ଟ ରହିବେ। ଅଫିସ୍‌ରେ କାମ ବୋଝ ଟିକେ ଅଧିକ ରହିପାରେ। ତେଣୁ ନିଜ ଉପରେ ଭରସା ରଖନ୍ତୁ। ତା’ହେଲେ କାର୍ଯ୍ୟ ସଂପନ୍ନ ହେବ।

ମକର: ନିଜ ଉପାୟରେ କାର୍ଯ୍ୟ ସାଧନ କରିବେ। ଅସମ୍ପୂର୍ଣ୍ଣ ରହିଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ। ନୂତନ ପଦପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇପାରନ୍ତି। ବଡ଼ କଂପାନୀରୁ ଭଲ ପ୍ରସ୍ତାବ ମିଳିପାରେ। ଧନଲାଭ ଯୋଗ ରହିଛି। ବିଦେଶରୁ କେହି ଉପହାର ପଠାଇ ପାରନ୍ତି। ଅଫିସ୍‌ରେ ଆପଣଙ୍କ ଖାତିର ବଢ଼ିବ। ତେବେ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

କୁମ୍ଭ: କୌଣସି କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟରେ ବାଧାବିଘ୍ନ ଦେଖା ଦେଇ ପାରେ। ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିଲେ ତାହାକୁ କିଛି ଦିନ ଟାଳି ଦେଲେ ଭଲ। ଆର୍ଥିକ ଲାଭ ଯୋଗ ରହିଛି। ଯେଉଁମାନେ ପାର୍ଟଟାଇମ୍ କାମ କରୁଛନ୍ତି ତାଙ୍କୁ ଭଲ କାମ ମିଳିପାରେ।

ମୀନ: ଆଜି ଚାପରେ ରହିପାରନ୍ତି। ତେଣୁ ଆଜି କାହା ସହିତ କଳିଝଗଡ଼ା କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story