୨୩ ଅଗଷ୍ଟ, ବୁଧବାର: କେମିତି କଟିବ ଆଜିର ଦିନ

ମେଷ: ଦିନଟି ଭଲ ରହିବ। ପୂରା ଫୂର୍ତ୍ତି ରହିବେ। ପ୍ରେମ ସଂପର୍କ ଗଭୀର ହେବ। ଅଫିସ୍‌ରେ ଉଚ୍ଚାଧିକାରୀଙ୍କ ସହିତ ସଂପର୍କ ଭଲ ରହିବ। ଅଟକି ଯାଇଥିବା କାମ ପୂରା ହେବ। ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନର କିଛି କ୍ଷେତ୍ରରେ ଆଜି ଉନ୍ନତି ହେବ। ନିଜ ଲକ୍ଷ୍ୟ ପୂରଣ ପାଇଁ ଆଜି ଯୋଜନା ପ୍ରସ୍ତୁତ କରିବେ। ନୂଆ ଚାକିରି ପାଇଁ ଆସିଥିବା ପ୍ରସ୍ତାବ ପରେ ବିଚାର କରିବେ। ମିଥୁନ: ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ସମସ୍ୟା […]

zodaic

zodaic

Rakesh Mallick
  • Published: Wednesday, 23 August 2017
  • Updated: 13 September 2017, 11:39 AM IST

ମେଷ: ଦିନଟି ଭଲ ରହିବ। ପୂରା ଫୂର୍ତ୍ତି ରହିବେ। ପ୍ରେମ ସଂପର୍କ ଗଭୀର ହେବ। ଅଫିସ୍‌ରେ ଉଚ୍ଚାଧିକାରୀଙ୍କ ସହିତ ସଂପର୍କ ଭଲ ରହିବ। ଅଟକି ଯାଇଥିବା କାମ ପୂରା ହେବ।

ବୃଷ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନର କିଛି କ୍ଷେତ୍ରରେ ଆଜି ଉନ୍ନତି ହେବ। ନିଜ ଲକ୍ଷ୍ୟ ପୂରଣ ପାଇଁ ଆଜି ଯୋଜନା ପ୍ରସ୍ତୁତ କରିବେ। ନୂଆ ଚାକିରି ପାଇଁ ଆସିଥିବା ପ୍ରସ୍ତାବ ପରେ ବିଚାର କରିବେ।

ମିଥୁନ: ଅନ୍ୟମାନଙ୍କଠାରୁ ସାହାଯ୍ୟ ପାଇବେ। କୌଣସି ସମସ୍ୟା ଥିଲେ ଆଜି ତା’ର ସମାଧାନ କରିପାରିବେ। ଯଦି ଆପଣ ଚାକିରି ପାଇଁ କେଉଠି ଆବେଦନ କରିଥାଆନ୍ତି, ତା’ହେଲେ ସକାରାତ୍ମକ ସମାଚାର ପାଇପାରନ୍ତି। ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ରହନ୍ତୁ।

କର୍କଟ: ଘରକୁ ଅତିଥି ଆସିବେ। ଆର୍ଥିକ ସ୍ଥିତିକୁ ନେଇ ଚାପରେ ରହିବେ। କିନ୍ତୁ ଏନେଇ ଚିନ୍ତା କରନ୍ତୁ ନାହିଁ। ସହଜରେ ଏହି ସ୍ଥିତିକୁ ଅତିକ୍ରମ କରି ଯିବେ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ ଓ ତାହାକୁ ସଂପୂର୍ଣ୍ଣ କରିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ପରିବାରରେ କାହା ସହିତ ଝଗଡ଼ା ହୋଇପାରେ। ଏଣୁ ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହା ସହିତ ଯୁକ୍ତି କରନ୍ତୁ ନାହିଁ। ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ଲୋକଙ୍କ ପାଇଁ ଆଜି ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି କୌଣସି ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ବ୍ୟବସାୟୀଙ୍କୁ ନିଜ କାର୍ଯ୍ୟକ୍ଷେତ୍ରରୁ ଭଲ ଖବର ମିଳିବ।

କନ୍ୟା: ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ଗ୍ରହନକ୍ଷତ୍ର ଆପଣଙ୍କ ସପକ୍ଷରେ ଅଛନ୍ତି। ଜୀବନର କୌଣସି ଏକ କ୍ଷେତ୍ରକୁ ନେଇ ଚିନ୍ତିତ ରହିବେ। କୌଣସି ବନ୍ଧୁଙ୍କ ସହିତ ଯୁକ୍ତିତର୍କ ହୋଇପାରେ।

ତୁଳା: ଭାଗ୍ୟ ବଦଳିବ। ଆଜି ଆପଣ ଯେଉଁ କାମ କରିବେ ସେଥିରେ ସଫଳ ହେବେ। ସେଥିପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିବେ। ନୂଆ ସାଙ୍ଗ ମିଳିବେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା: ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରିବେ। ଚାକିରିରେ ସ୍ଥିରତା ଦେଖାଯିବ। ସମସ୍ତଙ୍କ ସହିତ ସଂପର୍କ ମଧୁର ରହିବ। ସମସ୍ତ ସମସ୍ୟା ଦୂର ହେବ।

ଧନୁ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ନୂଆ ଦାୟିତ୍ୱ ମିଳିବ। ସୁସ୍ୱାଦୁ ଭୋଜନ ଖାଇବେ। ବନ୍ଧୁଙ୍କ ସହିତ ସମୟ ଅତିବାହିତ କରିବେ। ତେବେ ପ୍ରେମିକପ୍ରେମିକାଙ୍କ ପାଇ ଦିନଟି ଏତେ ଭଲ ରହିବ ନାହିଁ। ସାମାନ୍ୟ ମନୋମାଳିନ୍ୟ ଦେଖାଯିବ।

ମକର: କିଛି ପାରିବାରିକ କାର୍ଯ୍ୟ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ସହିତ ଥିବା ମତଭେଦ ଦୂର ହେବ। ଚାକିରିରେ ନୂଆ ସୁଯୋଗ ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

କୁମ୍ଭ: ଆଧ୍ୟାତ୍ମିକ କାମରେ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ନିଜ ଦାୟିତ୍ୱ ନିର୍ବାହ କରନ୍ତୁ।

ମୀନ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ଜୀବନରେ ଅବିଶ୍ୱାସର ଲକ୍ଷଣ ଦେଖାଯିବ। ବାସ୍ତୁ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଆଜି ଦିନଟି ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story