୨ ଅଗଷ୍ଟ, ବୁଧବାର: ଆଜିର ଦିନ କେମିତି କଟିବ

ମେଷ: ଏହି ରାଶିର ବ୍ୟକ୍ତି ପାଇଁ ଆଜି ଦିନଟି ମଧ୍ୟମ ରହିବ। ଅର୍ଥ ରୋଜଗାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂଆ ଦାୟିତ୍ୱ ନେବେ। ଅଟକି ଥିବା ଧନ ମିଳିପାରେ। ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ। ମିଥୁନ: ଆଜି ଦିନଟି ଆପଣଙ୍କର ଆଳସ୍ୟରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଦୂର ହୋଇପାରେ। କର୍କଟ: ଆଜିର ଦିନଟି ଜଞ୍ଜାଳମୟ ରହିବ। […]

rashi

rashi

Rakesh Mallick
  • Published: Wednesday, 02 August 2017
  • Updated: 13 September 2017, 11:42 AM IST

Sports

Latest News

ମେଷ: ଏହି ରାଶିର ବ୍ୟକ୍ତି ପାଇଁ ଆଜି ଦିନଟି ମଧ୍ୟମ ରହିବ। ଅର୍ଥ ରୋଜଗାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂଆ ଦାୟିତ୍ୱ ନେବେ। ଅଟକି ଥିବା ଧନ ମିଳିପାରେ।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ।

ମିଥୁନ: ଆଜି ଦିନଟି ଆପଣଙ୍କର ଆଳସ୍ୟରେ କଟିବ। ଧନପ୍ରାପ୍ତିର ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଦୂର ହୋଇପାରେ।

କର୍କଟ: ଆଜିର ଦିନଟି ଜଞ୍ଜାଳମୟ ରହିବ। ପରିଶ୍ରମର ଫଳ ମିଳିବ। ଧନ ଓ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ:  ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତ୍ତନ କରନ୍ତୁ, ସୁଫଳ ମିଳିବ।

କନ୍ୟା: ଆଜି ଆପଣ ଅଧିକ ଅର୍ଥ ଖର୍ଚ୍ଚାନ୍ତ ହେବେ। ପୁରୁଣା ସମସ୍ୟାର ସମାଧାନ ହେବ। ପରିଜନଙ୍କ ସହଯୋଗ ମିଳିବ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଦୂର ଯାତ୍ରା କରିପାରନ୍ତି। ବିବାହ ଓ ପ୍ରେମ ମାମଲାରେ ସୁଧାର ଆସିବ।

ବିଚ୍ଛା: କୌଣସି ପୁରୁଣା ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ଧନୁ: ଆଜି ଧନହାନୀର ଯୋଗ ରହିଛି। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ନୂଆ ଦାୟିତ୍ୱ ହାତକୁ ନେବେ।

ମକର: ଚାକିରି କ୍ଷେତ୍ରରେ ସୁଧାର ଆସିବ। ପ୍ରେମ ସଂପର୍କରେ ସମସ୍ୟା ଦେଖାଦେଇପାରେ। ଧନପ୍ରାପ୍ତିର  ଯୋଗ ରହିଛି।

କୁମ୍ଭ: ଆଜିର ଦିନରେ ଆପଣ ବେଶୀ ଦୌଡ଼ା ଦୌଡି କରିବେ। କୌଣସି ନୂଆ କାମ କରନ୍ତୁ ନାହିଁ, କ୍ଷତିରେ ପଡିପାରନ୍ତି।

ମୀନ: ଦିନଟି ଆପଣଙ୍କର ଖୁସିରେ କଟିବ। ପାରିବାରିକ ସଂପର୍କରେ ସୁଧାର ଆସିବ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos