୩୦ ଜୁଲାଇ, ରବିବାର: କେମିତି କଟିବ ଆଜିର ଦିନ

zodaic

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ମାନ-ସମ୍ମାନ ମିଳିବ।

ବୃଷ- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜାଗା ପରିବର୍ତ୍ତନ କରିବାର ଯୋଗ ରହିଛି।

ମିଥୁନ- ଯାନବାହାନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ସମ୍ମାନ ମିଳିବ।

କର୍କଟ- ପେଟରେ ଯନ୍ତ୍ରଣା ହୋଇପାରେ। ଜୀବନ ସାଥୀଙ୍କଠାରୁ ମାନ-ସମ୍ମାନ ମିଳିପାରେ। ଅର୍ଥପ୍ରାପ୍ତି ଯୋଗ ରହିଛି।

ସିଂହ- ଏହି ରାଶିର ଲୋକମାନେ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ଧନହାନି ଯୋଗ ରହିଛି।

କନ୍ୟା- ଯାନବାହନର ସୁଖ ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା- ନୂଆ ଚାକିରିର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିପାରେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା- ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଅନ୍ତୁ। ଆଜି କୌଣସି ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଅଟକି ରହିଥିବା ଧନ ପାଇପାରନ୍ତି।

ଧନୁ- ପ୍ରେମ ସମ୍ପର୍କରେ ସମସ୍ୟା ଆସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ।

ମକର- ଏହି ରାଶିର ବ୍ୟକ୍ତିଙ୍କର ଆଜି ବିବାହ ନେଇ ନିଷ୍ପତ୍ତି ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଅଟକି ରହିଥିବା କାମ ଆଜି ହେବ।

କୁମ୍ଭ- ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି। ମାନସିକ ଦୁଶ୍ଚିନ୍ତାରୁ ଆଜି ମୁକ୍ତି ମିଳିବ। ମାନ-ସମ୍ମାନ ବଢ଼ିବ।

ମୀନ- ଏହି ରାଶିର ବ୍ୟକ୍ତି ନିଜ କଥା ଉପରେ ଲଗାମ ଦିଅନ୍ତୁ। ଜୀବନ ସାଥୀଙ୍କ ସହ ଝଗଡ଼ା ହୋଇପାରେ।

Previous ArticleNext Article

Send this to a friend