୫୦ ବର୍ଷ ପରେ ବିରଳ ସଂଯୋଗ: କିଣାକିଣି ପାଇଁ ଆଜି ଶୁଭ ଦିନ

ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଦିନର ମାହତ୍ମ୍ୟ ସବୁଠୁ ଖାସ୍ ରହିଛି। ଏହି ସୋମବାର ପୁଷ୍ପ ନକ୍ଷତ୍ର ରହିଛି। ସାଧାରଣତଃ ପୁଷ୍ପ ନକ୍ଷତ୍ରର ଯୋଗ ଶ୍ରାବଣ ମାସରେ ହୋଇନଥାଏ। ତେବେ ଏହି ସଂଯୋଗ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ହୋଇଛି। ଆଜିର ଦିନରେ କୌଣସି ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ। ଜ୍ୟୋତିଷଶାସ୍ତ୍ରରେ ପ୍ରାୟ ୨୭ଟି ନକ୍ଷତ୍ର ରହିଛି। ଯେଉଁଥିରେ ପୁଷ୍ପ ନକ୍ଷେତ୍ର ସ୍ଥାନ ଅଷ୍ଟମ ସ୍ଥାନରେ ରହିଛି। ପୁଷ୍ପ […]

monday

monday

Rakesh Mallick
  • Published: Monday, 24 July 2017
  • Updated: 24 July 2017, 01:29 PM IST

Sports

Latest News

ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏହି ଦିନର ମାହତ୍ମ୍ୟ ସବୁଠୁ ଖାସ୍ ରହିଛି। ଏହି ସୋମବାର ପୁଷ୍ପ ନକ୍ଷତ୍ର ରହିଛି। ସାଧାରଣତଃ ପୁଷ୍ପ ନକ୍ଷତ୍ରର ଯୋଗ ଶ୍ରାବଣ ମାସରେ ହୋଇନଥାଏ। ତେବେ ଏହି ସଂଯୋଗ ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ହୋଇଛି। ଆଜିର ଦିନରେ କୌଣସି ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ।

ଜ୍ୟୋତିଷଶାସ୍ତ୍ରରେ ପ୍ରାୟ ୨୭ଟି ନକ୍ଷତ୍ର ରହିଛି। ଯେଉଁଥିରେ ପୁଷ୍ପ ନକ୍ଷେତ୍ର ସ୍ଥାନ ଅଷ୍ଟମ ସ୍ଥାନରେ ରହିଛି। ପୁଷ୍ପ ନକ୍ଷତ୍ରର ସ୍ୱାମୀ ଶନି ଦେବ ହୋଇଥିବାରୁ କିଣା ଯାଇଥିବା ସମଗ୍ରୀ ସ୍ଥାୟୀ ହୋଇଥାଏ। ଏହାସହିତ ଏହି ନକ୍ଷତ୍ରର ଅଧିଷ୍ଠାତା ବୃହସ୍ପତି ଥିବାରୁ ଆପଣଙ୍କ ଜୀବନରେ ସମୃଦ୍ଧି ଆଣିଥାଏ। ଆଜିର ଏହି ପବିତ୍ର ଦିନରେ ଶିବ ଲିଙ୍ଗ ଉପରେ କଳା ତେଲ ଚଢ଼ାଇବା ଦ୍ୱାରା ଶୁଭଫଳ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story