ଅଧିକ ସୁଗାର ଫ୍ରୀ ବ୍ୟବହାର କରୁଛନ୍ତି କି? ଏହା ବି ଶରୀର ପାଇଁ କ୍ଷତିକାରକ ହୋଇପାରେ

ଯଦି ଆପଣ ଡାଇବେଟିସ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇପାରେ। ଅନେକ ଲୋକ ଚାହା ଓ ଅନ୍ୟ ଖାଦ୍ୟରେ ଚିନି ବଦଳରେ ଆର୍ଟିଫିସିଆଲ୍ ସ୍ୱିଟନର ବା କୃତ୍ରିମ ମିଠା ପକାନ୍ତି। ଏଥିଯୋଗୁଁ ମଧୁମେହ, ହାଇବ୍ଲଡ୍‌ପ୍ରେସର ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ହୋଇପାରେ। କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ […]

heartattack

heartattack

Rakesh Mallick
  • Published: Saturday, 19 August 2017
  • Updated: 13 September 2017, 01:04 PM IST

Sports

Latest News

ଯଦି ଆପଣ ଡାଇବେଟିସ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇପାରେ।

ଅନେକ ଲୋକ ଚାହା ଓ ଅନ୍ୟ ଖାଦ୍ୟରେ ଚିନି ବଦଳରେ ଆର୍ଟିଫିସିଆଲ୍ ସ୍ୱିଟନର ବା କୃତ୍ରିମ ମିଠା ପକାନ୍ତି। ଏଥିଯୋଗୁଁ ମଧୁମେହ, ହାଇବ୍ଲଡ୍‌ପ୍ରେସର ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ହୋଇପାରେ।

କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଆର୍ଟିଫିସାଆଲ ସ୍ୱିଟନର ବ୍ୟବହାର କରୁଥିବା ଲୋକଙ୍କ ପାଚନତନ୍ତ୍ର ଉପରେ କୁପ୍ରଭାବ ପଡ଼େ। ଏହାକୁ ବ୍ୟବହାର କଲେ ଭୋକ ହୁଏ ନାହିଁ।

ଗବେଷକଙ୍କ ଅନୁସାରେ ଲୋକଙ୍କୁ ଲାଗିଥାଏ କି ଚିନି ବଦଳରେ ଆର୍ଟିଫିସିଆଲ ସ୍ୱିଟନର ବ୍ୟବହାର କରିବା ଦ୍ୱାରା ସେମାନେ ସୁସ୍ଥ ରହିବେ। କିନ୍ତୁ ସେମାନଙ୍କୁ ଜଣା ନଥାଏ ଯେ ଏହାକୁ ଖାଇବା ଦ୍ୱାରା ମୋଟାପଣ ଏବଂ ହୃଦ୍‌ରୋଗ ହୋଇଥାଏ।

ଆର୍ଟିଫିସିଆଲ ସ୍ୱିଟନରରେ ଏସ୍ପାର୍ଟମ, ସୁକ୍ରଲୋଜ ଏବଂ ସ୍ୱେବିଆ ପରି ତତ୍ତ୍ୱ ରହିଛି। ଏହା ଦ୍ୱାରା ଆପଣ ବିଭିନ୍ନ ହୃଦ୍‌ରୋଗ ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହର ଶିକାର ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story