ବ୍ରଣ, ଦାଗ ଓ ଭାତୁଡ଼ିକୁ ନେଇ ଚିନ୍ତିତ କି ? ଜାଣନ୍ତୁ ଏହି ମହୌଷଧୀ ସଂପର୍କରେ

<p>[vc_video link=&quot;&quot; align=&quot;center&quot;]</p> <p>ପ୍ରକୃତିରେ ଭରି ରହିଛି ମଣିଷ ଦେହରେ ଦେଖାଦେଉଥିବା ସବୁ ରୋଗର ଔଷଧ। ଆୟୁର୍ବେଦ ହିଁ ମହାନ ଭାରତୀୟ ପରଂପରାର ଆଧାର। ଆମ ଚାରିପାଖରେ ଥିବା ପ୍ରତି ବୃକ୍ଷଲତାରେ ରହିଛି ଔଷଧୀୟ ଗୁଣି। ସେଥିରୁ ଗୋଟିଏ ହେଲା ଘି-କୁଆଁରୀ ବା ଆଲୋଭେରା। ଏହାକୁ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କୁହାଯାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ମହିଳାମାନଙ୍କ ଗର୍ଭାଶୟ ଜନିତ ସମସ୍ୟାର ଏହା ଅବ୍ୟର୍ଥ ଔଷଧ। ସେହିପରି ଚର୍ମ ପାଇଁ ଏହା ମହୌଷଧୀ ପରି କାମ କରେ। ଏହା ମୁହଁର ବ୍ରଣ, ଦାଗ ଓ ଭାତୁଡ଼ି ଭଲ କରିଥାଏ। ଘି-କୁଆଁରୀ ବା ଆଲୋଭେରାକୁ କେମିତି ଆପଣ ନିଜ କାମରେ ଲଗେଇ ପାରିବେ, ଏହା ଔଷଧୀୟ ଗୁଣ ସଂପର୍କରେ କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ- ଡ. ବାସୁଦେବ ପ୍ରଧାନ।</p>

Ordigital Desk
  • Published: Monday, 07 August 2017
  • Updated: 07 August 2017, 05:11 PM IST
<p>[vc_video link=&quot;&quot; align=&quot;center&quot;]</p><p>ପ୍ରକୃତିରେ ଭରି ରହିଛି ମଣିଷ ଦେହରେ ଦେଖାଦେଉଥିବା ସବୁ ରୋଗର ଔଷଧ। ଆୟୁର୍ବେଦ ହିଁ ମହାନ ଭାରତୀୟ ପରଂପରାର ଆଧାର। ଆମ ଚାରିପାଖରେ ଥିବା ପ୍ରତି ବୃକ୍ଷଲତାରେ ରହିଛି ଔଷଧୀୟ ଗୁଣି। ସେଥିରୁ ଗୋଟିଏ ହେଲା ଘି-କୁଆଁରୀ ବା ଆଲୋଭେରା। ଏହାକୁ ପ୍ରାଣୀଜଗତ ପାଇଁ ଏକ ଅମୂଲ୍ୟ ଉପହାର ବୋଲି କୁହାଯାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ମହିଳାମାନଙ୍କ ଗର୍ଭାଶୟ ଜନିତ ସମସ୍ୟାର ଏହା ଅବ୍ୟର୍ଥ ଔଷଧ। ସେହିପରି ଚର୍ମ ପାଇଁ ଏହା ମହୌଷଧୀ ପରି କାମ କରେ। ଏହା ମୁହଁର ବ୍ରଣ, ଦାଗ ଓ ଭାତୁଡ଼ି ଭଲ କରିଥାଏ। ଘି-କୁଆଁରୀ ବା ଆଲୋଭେରାକୁ କେମିତି ଆପଣ ନିଜ କାମରେ ଲଗେଇ ପାରିବେ, ଏହା ଔଷଧୀୟ ଗୁଣ ସଂପର୍କରେ କହିଛନ୍ତି ଆୟୁର୍ବେଦ ବିଶେଷଜ୍ଞ- ଡ. ବାସୁଦେବ ପ୍ରଧାନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos