ନିତ୍ୟ ବ୍ୟବହୃତ ଜିନିଷର ବି ଥାଏ ଏକ୍ସପାୟରୀ ଡେଟ୍: ଆସନ୍ତୁ ଜାଣିବା କାହାର ବୟସ କେତେ

ଜୀବଜନ୍ତୁଙ୍କ ପରି ସବୁ ଜିନିଷର ବି ନିର୍ଦ୍ଦିଷ୍ଟ ଆୟୁଷ ବା ବୟସ ଥାଏ। ସାଧାରଣତଃ ଘରେ ଏମିତି ଅନେକ ନିତ୍ୟ ବ୍ୟବହୃତ ଜିନିଷ ଥାଏ, ଯାହାକୁ ଆମେ ବର୍ଷବର୍ଷ ଧରି ବ୍ୟବହାର କରିଥାଉ। ଏ ସବୁ ଜିନିଷ ଖରାପ ହେବାଯାଏ କିମ୍ୱା ନ ଭାଙ୍ଗିବା ପର୍ଯ୍ୟନ୍ତ ଆମେ ତାକୁ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ମେଡିସିନ୍ ପରି ଏ ସବୁ ଦୈନନ୍ଦିତ ବ୍ୟବହୃତ ଜିନିଷର ବି ଏକ୍ସପାୟରୀ ଡେଟ୍ ଅଛି ? ଆସନ୍ତୁ ଜାଣିବା […]

woman

woman

Rakesh Mallick
  • Published: Friday, 11 August 2017
  • Updated: 11 August 2017, 03:54 PM IST

Sports

Latest News

ଜୀବଜନ୍ତୁଙ୍କ ପରି ସବୁ ଜିନିଷର ବି ନିର୍ଦ୍ଦିଷ୍ଟ ଆୟୁଷ ବା ବୟସ ଥାଏ। ସାଧାରଣତଃ ଘରେ ଏମିତି ଅନେକ ନିତ୍ୟ ବ୍ୟବହୃତ ଜିନିଷ ଥାଏ, ଯାହାକୁ ଆମେ ବର୍ଷବର୍ଷ ଧରି ବ୍ୟବହାର କରିଥାଉ। ଏ ସବୁ ଜିନିଷ ଖରାପ ହେବାଯାଏ କିମ୍ୱା ନ ଭାଙ୍ଗିବା ପର୍ଯ୍ୟନ୍ତ ଆମେ ତାକୁ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ମେଡିସିନ୍ ପରି ଏ ସବୁ ଦୈନନ୍ଦିତ ବ୍ୟବହୃତ ଜିନିଷର ବି ଏକ୍ସପାୟରୀ ଡେଟ୍ ଅଛି ? ଆସନ୍ତୁ ଜାଣିବା କିଛି ନିର୍ଦ୍ଦିଷ୍ଟ ଜିନିଷ କେତେଦିନ ବ୍ୟବହାର କରି ତାକୁ ବଦଳାଇ ଦେବା ଉଚିତ।

ବର୍ଷକ ମଧ୍ୟରେ ବଦଳାନ୍ତୁ ଗାମୁଛା: ଅନେକ ଲୋକ ଗାମୁଚ୍ଛା ଥରେ କିଣିଲେ ୨ରୁ ୩ ବର୍ଷ ଏହାକୁ ବ୍ୟବହାର କରିବା ପାଇଁ ଚିନ୍ତା କରିଥାନ୍ତି। ଯଦି ଆପଣ ବି ଏପରି ଚିନ୍ତା କରୁଥିବେ ଆଜି ହିଁ  ନିଜର ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ। ଗାମୁଚ୍ଛାକୁ ପ୍ରାୟ ବର୍ଷେ ବ୍ୟବହାର କରିବା ପରେ ଏହାକୁ ବଦଳାଇବା ନିହାତି ଜରୁରୀ। ଧାର୍ଯ୍ୟ ସମୟଠାରୁ ଅଧିକ ଦିନ ଯଦି ଗାମୁଚ୍ଛାକୁ ବ୍ୟବହାର କରିବା, ତା ଦ୍ୱାରା ଏଥିରେ ଥିବା ମୁଲାୟମପଣ ଶେଷ ହୋଇଯାଇଥାଏ। ଫଳରେ ଗାମୁଛାଟି ଆମ ଚର୍ମକୁ ପ୍ରଭାବିତ କରିଥାଏ।

ମାସ ମଧ୍ୟରେ ପରିବର୍ତ୍ତନ କରାନ୍ତୁ ପାନିଆ: ଯେଉଁ ପରି ଗାମୁଚ୍ଛାକୁ ବର୍ଷେ ଯାଏଁ ବ୍ୟବହାର କରିବା ଉଚିତ, ଠିକ୍ ସେହିପରି ଆମେ କେଶ କୁଣ୍ଡେଇବା ପାଇଁ ବ୍ୟହାର କରୁଥିବା ପାନିଆକୁ ମଧ୍ୟ ପ୍ରାୟ ୬ ମାସ ପରେ ପରିବର୍ତ୍ତନ କରନ୍ତୁ। କାରଣ ଦୈନିକ ବ୍ୟବହାର ଦ୍ୱାରା ପାନିଆ ଦାନ୍ତର ତୀକ୍ଷ୍ନତା ବୃଦ୍ଧି ପାଇଥାଏ। ଫଳରେ ମୁଣ୍ଡ କୁଣ୍ଡାଇବା ବେଳେ ଏହା ଆମକୁ କ୍ଷତି ପହଞ୍ଚାଇବାର ଆଶଙ୍କା ଥାଏ।

ନିଜ ସାବୁନ କାହାକୁ ଦିଅନ୍ତୁ ନାହିଁ: ଘରେ ଅନେକ ପ୍ରକାର ଲୋକ ରହିଥାନ୍ତି। କିନ୍ତୁ ସାଧାରଣତଃ ଆମ ଘର ଗୁଡ଼ିକରେ ଦେଖାଯାଏ ଯେ, ଗୋଟିଏ ସାବୁନ୍ ହିଁ ସମସ୍ତେ ବ୍ୟବହାର କରିଥାନ୍ତି। ଯଦି ଆପଣଙ୍କ ଘରେ ବି ଏପରି କରୁଛନ୍ତି, ତେବେ ଅଭ୍ୟାସ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ରୋଗ ସଂକ୍ରମଣ ଶୀଘ୍ର ହୋଇଥାଏ। ତେଣୁ ଘରର ସମସ୍ତ ସଦସ୍ୟ ଅଲଗା ଅଲଗା ସାବୁନ ବ୍ୟବହାର କରିବା ଉଚିତ।

ଟୁଥ୍ ବ୍ରସ୍ ଅଧିକ ଦିନ ବ୍ୟବହାର କରନ୍ତୁ ନାହିଁ: ଦୈନିକ ସକାଳର ପ୍ରଥମ କାମ ହେଲା ଦାନ୍ତ ଘଷିବା ବା ବ୍ରସ୍ କରିବା। ଦେଖାଯାଏ ଅନେକ ଲୋକ ନିଜ ଟୁଥ୍ ବ୍ରସ୍ ବର୍ଷ ବର୍ଷ ଧରି ବ୍ୟବାହର କରିଥାନ୍ତି। କିନ୍ତୁ ଏହା ଶରୀର ପାଇଁ ଅସ୍ବାସ୍ଥ୍ୟକର। ବ୍ରସ୍ ଟାଣ ହୋଇ ଏହା ଦାନ୍ତକୁ ‍କ୍ଷତି ପହଞ୍ଚାଇବାର ଆଶଙ୍କା ଥାଏ। ଡାକ୍ତରଙ୍କ ପରାମର୍ଶ ହେଲା, ପ୍ରତି ୩ରୁ ୪ ମାସରେ ଆମେ ବ୍ରସ୍ ବଦଳାଇବା ଉଚିତ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story