ଆଜି ଘରେ ତିଆରି କରନ୍ତୁ ‘ବଟର୍‌ ଚିକେନ୍‌‘

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ୍‌। ସେଥିପାଇଁ ରେଷ୍ଟୁରାଣ୍ଟ ଓ ଘରେ ସବୁବେଳେ ଚିକେନ୍‌ର ବିଭିନ୍ନ ଆଇଟମ୍‌ କରାଯାଇଥାଏ। ଚିକେନ୍‌ କରି, ଚିଲି ଚିକେନ୍‌, ଚିକେନ୍‌ ଦୋପିଆଜି,ଚିକେନ୍‌ ବିରିୟାନି ଓ ବଟର ଚିକେନ୍‌ ଆଦି ଆପଣମାନେ ହୋଟେଲରେ ପ୍ରାୟ ଖାଉଥିବେ। ଥରେ ଘରେ ବଟର ଚିକେନ୍‌ ବନାଇ ଖାଆନ୍ତୁ। ଏହାକୁ ତିଆରି କରିବାକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କିପରି ତିଆରି କରିବେ ବଟର ଚିକେନ୍‌। ଆବଶ୍ୟକ ସାମଗ୍ରୀ: […]

Butter-chicken-recipe,,,, copy

Butter-chicken-recipe,,,, copy

Ordigital Desk
  • Published: Tuesday, 07 August 2018
  • Updated: 07 August 2018, 03:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଲୋକଙ୍କର ପ୍ରିୟ ଖାଦ୍ୟ ହେଉଛି ଚିକେନ୍‌। ସେଥିପାଇଁ ରେଷ୍ଟୁରାଣ୍ଟ ଓ ଘରେ ସବୁବେଳେ ଚିକେନ୍‌ର ବିଭିନ୍ନ ଆଇଟମ୍‌ କରାଯାଇଥାଏ। ଚିକେନ୍‌ କରି, ଚିଲି ଚିକେନ୍‌, ଚିକେନ୍‌ ଦୋପିଆଜି,ଚିକେନ୍‌ ବିରିୟାନି ଓ ବଟର ଚିକେନ୍‌ ଆଦି ଆପଣମାନେ ହୋଟେଲରେ ପ୍ରାୟ ଖାଉଥିବେ। ଥରେ ଘରେ ବଟର ଚିକେନ୍‌ ବନାଇ ଖାଆନ୍ତୁ। ଏହାକୁ ତିଆରି କରିବାକୁ ବେଶୀ କଷ୍ଟ କରିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କିପରି ତିଆରି କରିବେ ବଟର ଚିକେନ୍‌।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ବଟର୍‌, ପିଆଜ ବଟା, ଅଦାବଟା, ରସୁଣ ବଟା, ଟମାଟୋ, ଲଙ୍କା ଗୁଣ୍ଡ, ଚିକେନ୍ ମସଲା, କସୁରୀ ମେଥି, ହଳଦୀ,

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଧୋଇ ଦିଅନ୍ତୁ। ପରେ କଡ଼େଇରେ ବଟର୍‌କୁ ଅଳ୍ପ ଆଞ୍ଚରେ ଗରମ କରନ୍ତୁ। ଏହା ତରଳିଲା ପରେ ପିଆଜ, ରସୁଣ, ଅଦାବଟା ଓ ଟମାଟୋ ପକାଇ କଷନ୍ତୁ।

ପରେ ସେଥିରେ ଲଙ୍କା ଗୁଣ୍ଡ ଓ  ଚିକେନ୍ ମସଲା ପକାଇ ଗୋଳାନ୍ତୁ। ମସଲା କଷି ହେବା ପରେ ଚିକେନ୍‌ ଏବଂ ଅଳ୍ପ ବଟର୍‌ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ପକାନ୍ତୁ।

ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଚିକେନ୍‌ ସିଝିବା ପର୍ଯ୍ୟନ୍ତ ଅଳ୍ପ ଆଞ୍ଚ ଦିଅନ୍ତୁ। ଏହା ହୋଇ ଯିବା ପରେ ସେଥିରେ କସୁରୀ ମେଥି ପକାଇ ଚୂଲାରୁ ଓହ୍ଲାଇ ଦିଅନ୍ତୁ ଓ ପରିବାର ଲୋକଙ୍କୁ ଗରମ ଗରମ ପରଷନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story