କାହା ହେୟାର ଷ୍ଟାଇଲ୍‌କୁ ବେଶୀ ପସନ୍ଦ କରନ୍ତି ଝିଅ

ଥରେ କିଏ ଜଣେ ପରିବ୍ରାଜକ କହିଥିଲେ, ସେ କାଳେ ମଣିଷର ହେୟାର ଷ୍ଟାଇଲ୍‌ରୁ ହିଁ ଜାଣି ଦେଉଥିଲେ ଯେ, ଲୋକଟି କେଉଁ ଦେଶର ଲୋକ। ଆଉଜଣେ ମନସ୍ତତ୍ତ୍ବବିତ୍ କହିଥିଲେ, ମଣିଷର ହେୟାର ଷ୍ଟାଇଲ୍‌ରୁ ବି ଜାଣିହେବ ସେ କେଉଁ ପ୍ରକାର ଚରିତ୍ରର। ଯଦି ରସିକମାନଙ୍କ କଥା ପଡ଼ିବ ତେବେ କେଶବିନ୍ୟାସ ବା ହେୟାର ଷ୍ଟାଇଲ୍ ଏହାର ମୁଖ୍ୟ ଏଲିମେଣ୍ଟ। ଭଲ ହେୟାର ଷ୍ଟାଇଲ୍ ଥିବା ପୁଅଙ୍କୁ ଅଧିକାଂଶ ପସନ୍ଦ କରନ୍ତି। ସେଥିପାଇଁ ପୁଅମାନେ ନିଜର ହେୟାର ଷ୍ଟାଇଲ୍ […]

mmm

mmm

Rakesh Mallick
  • Published: Monday, 07 August 2017
  • Updated: 07 August 2017, 03:04 PM IST

ଥରେ କିଏ ଜଣେ ପରିବ୍ରାଜକ କହିଥିଲେ, ସେ କାଳେ ମଣିଷର ହେୟାର ଷ୍ଟାଇଲ୍‌ରୁ ହିଁ ଜାଣି ଦେଉଥିଲେ ଯେ, ଲୋକଟି କେଉଁ ଦେଶର ଲୋକ। ଆଉଜଣେ ମନସ୍ତତ୍ତ୍ବବିତ୍ କହିଥିଲେ, ମଣିଷର ହେୟାର ଷ୍ଟାଇଲ୍‌ରୁ ବି ଜାଣିହେବ ସେ କେଉଁ ପ୍ରକାର ଚରିତ୍ରର। ଯଦି ରସିକମାନଙ୍କ କଥା ପଡ଼ିବ ତେବେ କେଶବିନ୍ୟାସ ବା ହେୟାର ଷ୍ଟାଇଲ୍ ଏହାର ମୁଖ୍ୟ ଏଲିମେଣ୍ଟ। ଭଲ ହେୟାର ଷ୍ଟାଇଲ୍ ଥିବା ପୁଅଙ୍କୁ ଅଧିକାଂଶ ପସନ୍ଦ କରନ୍ତି। ସେଥିପାଇଁ ପୁଅମାନେ ନିଜର ହେୟାର ଷ୍ଟାଇଲ୍ ଉପରେ ଟିକେ ଅଧିକ ଗୁରୁତ୍ୱ ଦିଅନ୍ତି। କିଏ କିଏ ଏଥିପାଇଁ ବହୁତ ଟଙ୍କା ବି ଖର୍ଚ୍ଚ କରନ୍ତି। ଆସନ୍ତୁ ଜାଣିବା, ଝିଅମାନେ ପସନ୍ଦ କରୁଥିବା କିଛି ଷ୍ଟାର୍ ବା ସେଲିବ୍ରିଟି ପୁଅଙ୍କ ହେୟାର ଷ୍ଟାଇଲ।

ଜଷ୍ଟିନ୍‌ ବିବର

ଅନ୍ତର୍ଜାତୀୟ ପପ୍‌ ସିଙ୍ଗର ଜଷ୍ଟିନ୍‌ ବିବରଙ୍କ ଜ୍ୱର ଝିଅମାନଙ୍କ ଦେହରେ ୧୦୪ ଡିଗ୍ରୀ ଥାଏ।  ଜଷ୍ଟିନ୍‌ଙ୍କ ଲାଇଭ୍ କନସର୍ଟ ଖରାପ ହେଉ କିମ୍ବା ତାଙ୍କ ଶୋ’କୁ ନ ଦେଖି ପାରନ୍ତୁ। କିନ୍ତୁ ଜଷ୍ଟିନଙ୍କ ହେୟାର ଷ୍ଟାଇଲ ଝିଅମାନଙ୍କୁ ପାଗଳ କରିଥାଏ। କଲେଜ ପଢୁଥିବା ଝିଅମାନେ ଜଷ୍ଟିନଙ୍କ ହେୟାର ଷ୍ଟାଇଲକୁ ବେଶୀ ପସନ୍ଦ କରନ୍ତି। ସେଥିପାଇଁ ପୁଅମାନେ ଜଷ୍ଟିନଙ୍କ ଭଳି ହେୟାର ଷ୍ଟାଇଲ କଲେ ଝିଅମାନେ ସହଜରେ ଆକର୍ଷିତ ହୋଇଥାନ୍ତି ବୋଲି କୁହାଯାଏ।

ଆୟନ ଖାନ୍‌

ଶାହାରୁଖ ଖାନ୍‌ଙ୍କ ବଡ଼ ପୁଅ ଆୟନ ଖାନ୍‌ଙ୍କ ପାଇଁ ତାଙ୍କ ବୟସର ଝିଅମାନେ ପାଗଳ। ହଜାର ହଜାର ଝିଅ ସୋସିଆଲ ମିଡ଼ିଆରେ ତାଙ୍କୁ ଫଲୋ କରନ୍ତି। ତାଙ୍କର ପ୍ରତିଟି କଥାକୁ, କାମକୁ ଓ ଷ୍ଟାଇଲ୍‌କୁ ନୋଟିସ୍‌ କରନ୍ତି। ଏ ସବୁର ମୁଖ୍ୟ କାରଣ ହେଲା ଆୟନଙ୍କ ହେୟାର ଷ୍ଟାଇଲ୍। ତେଣୁ ଆୟନ୍‌ଙ୍କୁ ଫଲୋ କରିବାକୁ ପୁଅମାନଙ୍କୁ ଅନୁରୋଧ। ତାଙ୍କ ହେୟାର ଷ୍ଟାଇଲ୍ କଲେ ଝିଅଙ୍କ ମେଳରେ ଆପଣଙ୍କୁ ଫାଇଦା ମିଳିପାରେ।

ଇବ୍ରାହିମ୍‌ ଖାନ୍‌

ସୈଫ ଅଲ୍ଲୀଖାନ୍‌ଙ୍କ ପୁଅ ଇବ୍ରାହିମ୍‌ ଖାନ୍‌ଙ୍କ ହେୟାର ଷ୍ଟାଇଲରେ ଝିଅମାନେ ପାଗଳ। ସବୁବେଳେ ଝିଅମାନେ ଇବ୍ରାହିମଙ୍କ ଫିଲ୍ମ ଦେଖନ୍ତି। ପୁଅମାନେ ଇବ୍ରାହିମଙ୍କ ହେୟାର ଷ୍ଟାଇଲ  କରନ୍ତୁ। ଝିଅମାନେ ଆପଣଙ୍କ ପଛରେ ପାଗଳ ପରି ଗୋଡାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story