ହୃଦ୍‌ଘାତରୁ ରକ୍ଷା କରେ ବେଲପତ୍ର

ସାଧାରଣତଃ ଆମେ ବେଲ ପତ୍ରକୁ ପୂଜା ବେଳେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ। – ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି। – ପାଟିରେ ଘା’ ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। – ବେଲପତ୍ର ନିୟମିତ ଖାଇବା ଦ୍ୱାରା […]

bela

bela

Rakesh Mallick
  • Published: Friday, 28 July 2017
  • Updated: 13 September 2017, 01:10 PM IST

Sports

Latest News

ସାଧାରଣତଃ ଆମେ ବେଲ ପତ୍ରକୁ ପୂଜା ବେଳେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ।

- ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି।

- ପାଟିରେ ଘା’ ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

- ବେଲପତ୍ର ନିୟମିତ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତରୁ ରକ୍ଷା ମିଳିଥାଏ।

- ଜ୍ୱର ହୋଇଥିଲେ ବେଲପତ୍ର କାଢ଼ା କରି ପିଇବା ଦ୍ୱାରା ଜ୍ୱରରୁ ଉପଶମ ମିଳିଥାଏ। ଏହାସହିତ ଖବ୍‌ଶୀଘ୍ର ଆରାମ ଲାଗିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos