ଚିନାବାଦାମରେ ଅଛି ବହୁ ଔଷଧୀୟ ଗୁଣ: ନିୟମିତ ଖାଆନ୍ତୁ, ସୁସ୍ଥ ରୁହନ୍ତୁ

ଚିନାବାଦାମକୁ ଆମେ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ମନେ କରୁ। କାରଣ ଅଧିକାଂଶ ଲୋକ ସମୟ କାଟିବା ପାଇଁ ଚିନାବାଦାମ ଖାଆନ୍ତି। କିନ୍ତୁ ଜାଣିଛନ୍ତି, ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ। ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍‌ ରହିଛି। ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ। ୧: ଏକ ଲିଟର କ୍ଷୀର ପିଇଲେ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 09:07 AM IST

ଚିନାବାଦାମକୁ ଆମେ ସାଧାରଣତଃ ଟାଇମ୍‌ପାସ୍‌ ଖାଦ୍ୟ ମନେ କରୁ। କାରଣ ଅଧିକାଂଶ ଲୋକ ସମୟ କାଟିବା ପାଇଁ ଚିନାବାଦାମ ଖାଆନ୍ତି। କିନ୍ତୁ ଜାଣିଛନ୍ତି, ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ। ଏଥିରେ ଅଣ୍ଡା ଓ ମାଂସ ଠାରୁ ଅଧିକ ପ୍ରୋଟିନ୍‌ ରହିଛି। ନିୟମିତ ଚିନାବାଦାମ ଖାଇଲେ ଶରୀରରେ ଦେଖା ଦେଉଥିବା ଅନେକ ସମସ୍ୟା ଦୂର ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କ’ଣ ସବୁ ଫାଇଦା ମିଳେ।

୧: ଏକ ଲିଟର କ୍ଷୀର ପିଇଲେ ଯେଉଁ ଲାଭ ମିଳିବି ତାହା ୧୦ ଗ୍ରାମ ଚିନାବାଦାମ ଖାଇଲେ ମିଳିବ।

୨: ଚିନାବାଦାମ ଖାଇଲେ ହଜମ ଶକ୍ତି ବଢ଼େ।

୩: ଏହା ଖରାପ କୋଲେଷ୍ଟ୍ରୋଲକୁ ଭଲ କୋଲେଷ୍ଟ୍ରୋଲରେ ପରିଣତ କରି ଦିଏ।

୪: ଶରୀର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହିତ ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ।

୫: ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ମୋଟା ଲୋକେ ପତଳା ହୋଇଯିବେ।

୬: ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି nuts1ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ।

୭: ଚିନାବାଦାମ ନିୟମିତ ଖାଇଲେ କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ।

୮: ଗର୍ଭବତୀ ମହିଳା ଓ ପେଟ୍‌ରେ ଥିବା ଶିଶୁ ପାଇଁ ଚିନାବାଦାମ ଭାରି ଭଲ। ଏଣୁ ଗର୍ଭବତୀମାନେ ଡାକ୍ତରଙ୍କ ପରାମର୍ଶ ନେଇ ସବୁଦିନେ ବାଦାମ ଖାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story