ପାଦରୁ ଅଧିକ ଝାଳ ବାହାରି ମୋଜା ଗନ୍ଧାଉଛି କି? ଜାଣନ୍ତୁ କେମିତି କରିବେ ସଫା

କିଛି ଲୋକଙ୍କ ପାଦରୁ ଅଧିକ ଝାଳ ବାହାରିଥାଏ। ଝାଳରେ ଏକ ପ୍ରକାର ବ୍ୟାକ୍ଟେରିଆ  ଥାଏ। ଏହା ଝାଳର ମାତ୍ରା ବଢାଇବା ସହ ଦୁର୍ଗନ୍ଧ ମଧ୍ୟ ବଢାଇଥାଏ। ଯେଉଁମାନଙ୍କ ପାଦରୁ ଅଧିକ ଝାଳ ବାହାରେ ସେମାନଙ୍କ ମୋଜା ମଧ୍ୟ ଖୁବଶୀଘ୍ର ମଇଳା ହୁଏ ଓ ଖୁବ୍ ଗନ୍ଧାଏ। ଏମିତି ପରିସ୍ଥିତିରେ ମୋଜା ଗୁଡିକୁ ଭଲ ଭାବେ ନଧୋଇଲେ ତାହା ସଫାତ ଦେଖାଯାଏ କିନ୍ତୁ ଦୁର୍ଗନ୍ଧ ରହିଯାଏ। ଏହି ଦୁର୍ଗନ୍ଧ ବେଳେବେଳେ ଲଜ୍ଜାକର ସ୍ଥିତିର ସମ୍ମୁଖୀନ କରାଏ। ଏଥିରୁ ମୁକ୍ତି […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 08:39 AM IST

Sports

Latest News

କିଛି ଲୋକଙ୍କ ପାଦରୁ ଅଧିକ ଝାଳ ବାହାରିଥାଏ। ଝାଳରେ ଏକ ପ୍ରକାର ବ୍ୟାକ୍ଟେରିଆ  ଥାଏ। ଏହା ଝାଳର ମାତ୍ରା ବଢାଇବା ସହ ଦୁର୍ଗନ୍ଧ ମଧ୍ୟ ବଢାଇଥାଏ। ଯେଉଁମାନଙ୍କ ପାଦରୁ ଅଧିକ ଝାଳ ବାହାରେ ସେମାନଙ୍କ ମୋଜା ମଧ୍ୟ ଖୁବଶୀଘ୍ର ମଇଳା ହୁଏ ଓ ଖୁବ୍ ଗନ୍ଧାଏ। ଏମିତି ପରିସ୍ଥିତିରେ ମୋଜା ଗୁଡିକୁ ଭଲ ଭାବେ ନଧୋଇଲେ ତାହା ସଫାତ ଦେଖାଯାଏ କିନ୍ତୁ ଦୁର୍ଗନ୍ଧ ରହିଯାଏ। ଏହି ଦୁର୍ଗନ୍ଧ ବେଳେବେଳେ ଲଜ୍ଜାକର ସ୍ଥିତିର ସମ୍ମୁଖୀନ କରାଏ। ଏଥିରୁ ମୁକ୍ତି ଚାହୁଁଛନ୍ତି କି? ତା ହେଲେ ଆସନ୍ତୁ ଜାଣିବା ମୋଜା ଗୁଡିକୁ କିପରି ସଫା କରିବେ।

  • socksଏକ ଲିଟର ଗରମ ପାଣିରେ ୨ଚାମଚ ଲୁଣ ମିଶାଇ ମୋଜାକୁ ବୁଡ଼ାଇ ରଖନ୍ତୁ। ଆପଣଙ୍କ ମୋଜା ଅଧିକ ମଇଳା ହୋଇଥିଲେ ସେଥିରେ ଡିଟରଜେଣ୍ଟ ମିଶାଇ ପାରିବେ। ଧ୍ୟାନ ରଖିବେ ପାଣି ଯେପରି ଅଧିକ ଗରମ ହୋଇନଥିବ। ନଚେତ ମୋଜାର ଇଲାଷ୍ଟିକ ଖରାପ ହୋଇଯାଇପାରେ।୧୫ରୁ ୨୦ ମିନିଟ ଏମିତି ରଖିବା ପରେ ମୋଜାକୁ ହାଲକା ରଗଡି ସଫା ପାଣିରେ ଧୋଇ ଦିଅନ୍ତୁ।
  • ଧଳା ମୋଜା ଧୋଇବା ପାଇଁ ହାଇଡ୍ରୋଜନ୍ ପେରକ୍ସାଇଡ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ମୋଜା ସଫା ହେବା ସହ ଏଥିରୁ ଦୁର୍ଗନ୍ଧ ମଧ୍ୟ ଚାଲିଯାଏ। ମୋଜା ଅଧିକ କଳା ହୋଇଥିଲେ ପାଣିରେ ବେକିଂ ସୋଡ଼ା ଓ ଲେମ୍ବୁରସ ମିଶାଇ ସଫା କରନ୍ତୁ। ଏମିତି କଲେ ମୋଜାରୁ ମଇଳା ସଫା ହୋଇଯାଏ ଓ ଦୁର୍ଗନ୍ଧ ବି ଚାଲିଯାଏ।
  • ଲେମ୍ବୁରେ ଏସିଡର ମାତ୍ରା ରହିଛି। ଏହା ମୋଜାରୁ ଗନ୍ଧକୁ ଦୂର କରିଥାଏ। ଏକ ଲିଟର ପାଣିରେ ଲେମ୍ବୁ ରସ ମିଶାଇ ମୋଜା ଧୋଇଲେ ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story