ପର୍ସ ଉପରେ ଭାରି ପଡୁଛି ଡେଟିଂ? ଜାଣନ୍ତୁ କମ୍ ଖର୍ଚ୍ଚରେ ପ୍ରେମିକାକୁ ଇମ୍ପ୍ରେସ୍ କରିବାର ୭ଟି ଉପାୟ

ଆଜିକାଲି ଯୁବକ ଯୁବତୀଙ୍କ ଭିତରେ ଡେଟିଂର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି । ଟିନ୍ ଏଜ୍ ପୁଅଝିଅଙ୍କ ଭିତରେ ଆରମ୍ଭ ହୋଇଯାଉଛି ପରସ୍ପରକୁ ଜାଣିବାକୁ ବ୍ୟଗ୍ରତା।  କିନ୍ତୁ ପ୍ରେମିକା ବା ପ୍ରେମିକ ସହ ସମୟ ବିତେଇବା ପାଇଁ କିଛି ଖର୍ଚ୍ଚ ତ କରିବାକୁ ପଡିବ ଏଇ ଯେମିତି ଗିଫ୍ଟ, ରେଷ୍ଟୁରାଣ୍ଟ, ଡ୍ରିଙ୍କ୍ସ ପାଇଁ ତ କିଛି ଖର୍ଚ୍ଚ କରିବାକୁ ପଡ଼ିବ ତେବେ ଏ କ୍ଷେତ୍ରରେ ଆମେ ଆପଣଙ୍କୁ ଦେବୁ କିଛି ଉପକାରୀ ଟିପ୍ସ।  ପ୍ରେମିକାକୁ ଡେଟିଂରେନେବାକୁ ଇଚ୍ଛା […]

Dating-1

Dating-1

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 04:20 PM IST

Sports

Latest News

ଆଜିକାଲି ଯୁବକ ଯୁବତୀଙ୍କ ଭିତରେ ଡେଟିଂର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି । ଟିନ୍ ଏଜ୍ ପୁଅଝିଅଙ୍କ ଭିତରେ ଆରମ୍ଭ ହୋଇଯାଉଛି ପରସ୍ପରକୁ ଜାଣିବାକୁ ବ୍ୟଗ୍ରତା।  କିନ୍ତୁ ପ୍ରେମିକା ବା ପ୍ରେମିକ ସହ ସମୟ ବିତେଇବା ପାଇଁ କିଛି ଖର୍ଚ୍ଚ ତ କରିବାକୁ ପଡିବ ଏଇ ଯେମିତି ଗିଫ୍ଟ, ରେଷ୍ଟୁରାଣ୍ଟ, ଡ୍ରିଙ୍କ୍ସ ପାଇଁ ତ କିଛି ଖର୍ଚ୍ଚ କରିବାକୁ ପଡ଼ିବ ତେବେ ଏ କ୍ଷେତ୍ରରେ ଆମେ ଆପଣଙ୍କୁ ଦେବୁ କିଛି ଉପକାରୀ ଟିପ୍ସ।  ପ୍ରେମିକାକୁ ଡେଟିଂରେନେବାକୁ ଇଚ୍ଛା ଥିଲେ, କେମିତି କମ୍ ଖର୍ଚ୍ଚରେ ତାହା କରିପାରିବେ

୧. ଶସ୍ତାରେ ଡେଟ୍ କରିବାକୁ ଚାହୁଁ ଥିଲେ, ଆପଣ ପ୍ରଥମେ ଏପରି ଜାଗା ଖୋଜନ୍ତୁ ଯେଉଁଠି ବଡ ମଲ୍ କିମ୍ବା ରେଷ୍ଟୁରାଣ୍ଟ ନ ଥିବା ମଲ୍ କିମ୍ବା ବଡ଼ ହୋଟେଲ ଠାରୁ ବରଂ ପ୍ରାକୃତିକ ପରିବେଶରେ ଭରପୂର ଛୋଟଛୋଟ ସ୍ଥାନ ଭଲ।  ଯେଉଁଠିକାର ଖାଇବା ଓ ବୁଲିବା ଖର୍ଚ୍ଚ ଅଳ୍ପ

୨. ଆଜିକାଲି ରାସ୍ତା କଡ଼ରେ ବି ବେଶ୍ ସ୍ୱାଦିଷ୍ଟ ଓ ହାଇଜିନିକ୍ ଖାଦ୍ୟ ମିଳିଲାଣି ଗୋଟେ କାମ କରନ୍ତୁ, ପ୍ରେମିକାକୁ ଲଙ୍ଗ୍ ଡ୍ରାଇଭରେ ନେଇ ଯା‌ଆନ୍ତୁ।  ଆଉ ଖାଇବାକୁ କୌଣସି ବଡ଼ ହୋଟେଲ୍ ବା ରେଷ୍ଟୁରାଣ୍ଟକୁ ନେବା ବଦଳରେ, ବରଂ ରାସ୍ତାକଡ଼ର ଫାଷ୍ଟଫୁଡ୍ ଖାଆନ୍ତୁ ଏମିତିରେ ଖର୍ଚ୍ଚ କମ୍ ହେବ

୩. ପ୍ରେମିକାକୁ ନେଇ ଆପଣ ସିନେମା ଦେଖିବାକୁ ଯାଇପାରିବେ। ଏମିତିରେ ଖର୍ଚ୍ଚ ଟିକିଏ କମ୍ କୌଣସି ପାର୍କରେ ବି ବସି ମନଭରି କଥା ହୋଇପାରିବେ । ଏଇ ସମୟରେ ଲସି ପିଇ ପାରିବେ ବା ଭଜା ବାଦାମ କିଣି ଖାଇପାରିବେ

୪. ସେହିପରି ଅନେକ ରାସ୍ତାକଡ଼ ଢାବାରେ ଆଜିକାଲି ବହୁତ ହାଇଜିନିକ୍ ଓ ସ୍ୱାଦିଷ୍ଟ ଖାଦ୍ୟ ମିଳୁଛି । କିନ୍ତୁ ଦାମ୍ କମ୍ ତେଣୁ ଆପଣ ନିଜ ପ୍ରେମିକାଙ୍କୁ ନେଇ ଢାବାରେ ଖାଦ୍ୟର ମଜା ନେଇପାରିବେ

୫. ଆପଣ ଏମିତି ବି କରିପାରିବେ। ପ୍ରେମିକା ସହ ଗପ କରିବାକୁ ନିଜ ଘରେ ବି ପ୍ଲାନ୍ ବନେଇ ପାରିବେ ଏମିତିରେ ଆପଣ ଘରେ ଦୁଇଜଣ ମିଶି ଘରେ ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରିପାରିବେ। ଏମିତିକି ଆପଣ କ୍ୟାଣ୍ଡେଲ ଲାଇଟ୍ ବ୍ୟବସ୍ଥା ବି କରିପାରିବେ। କିନ୍ତୁ ଖର୍ଚ୍ଚ ପୂରା କମ୍ ରହିବ

୬. ଯଦି ଆପଣ ଉଭୟ ଖେଳ ସଉକିଆ, ତେବେ ଭିଡିଓ ଗେମ୍, ବାସ୍କେଟ ବଲ୍ ଓ ବ୍ୟାଟମିଣ୍ଟନ୍ ଖେଳନ୍ତୁ ଓ ଖେଳିସାରିବା ପରେ ବାହାରେ ଯାଇ କିଛି ଫଳମୂଳ ଖାଆନ୍ତୁ

୭. କିମ୍ବା ଆପଣ ଏମିତି କରିପାରିବେଅ। ପ୍ରେମିକାଙ୍କୁ କୌଣସି ଏକ ପ୍ରାକୃତିକ ମନୋରମ ସ୍ଥାନକୁ ନେଇଯାଆନ୍ତୁ। ଯେଉଁଠି ଦୁହେଁ ମିଶି ବୋଟିଙ୍ଗ୍, ସ୍କେଟିଂ ଓ ଫିସିଂ କରିପାରିବେ।  ଏମିତିରେ ଖର୍ଚ୍ଚ ଟିକେ କମ୍ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story