ଗହଣା ବାକ୍ସରେ ରଖୁଛନ୍ତି କି? ଜାଣନ୍ତୁ କେମିତି ରଖିଲେ ଆପଣଙ୍କ ଧନ ବଢିବ

ଭୁବନେଶ୍ୱର(ଓଡିଶା ରିପୋର୍ଟର) : ଝିଅ ମାନେ ଗହଣା ପ୍ରିୟ। ସୁନାରେ ସଜେଇ ହେବାକୁ ସବୁ ଝିଅମାନେ ଭଲ ପାଆନ୍ତି । ଏଥିସହ ସୁନାରେ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି। କିନ୍ତୁ କିଛି ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସୁନାରେ କଳି ମଧ୍ୟ ବାସ କରେ। ଥରେ ଯଦି ସୁନାରେ କଳି ବାସ କଲା ତେବେ ସୁନା ଆଉ କେବେ ବୃଦ୍ଧି ପାଇବନି। ତେଣୁ ସୁନାକୁ ଗହଣା ବାକ୍ସ କିମ୍ୱା ଆଲମାରିରେ ରଖିବା ପୂର୍ବରୁ ସାବଧାନ ହୋଇଯାଆନ୍ତୁ।

ସୁନାକୁ ଗହଣା ବାକ୍ସରେ ରଖିବା ପୂର୍ବରୁ ଗୋଟେ ସାଧା କାଗଜରେ ୪ଟି ଅକ୍ଷର -“ପରୀକ୍ଷିତ” ଲେଖି ରଖନ୍ତୁ । ଏହି ୪ଟି ଅକ୍ଷର ଲେଖି ଏହି କାଗଜକୁ ଗହଣା ରଖୁଥିବା ବାକ୍ସରେ ରଖିଦିଅନ୍ତୁ ଯାହା ଦ୍ବାରା ସୁନାରେ କେବେ କଳି ପ୍ରବେଶ କରିବ ନାହିଁ ଓ ଧନର ବୃଦ୍ଧି ମଧ୍ୟ ଘଟିବ।

Previous ArticleNext Article

Leave a Reply

Your email address will not be published. Required fields are marked *

Send this to a friend