୫ ଅଗଷ୍ଟ,ଶନିବାର: ଆଜିର ଦିନ କେମିତି କଟିବ

ମେଷ଼- ଚାକିରିରେ ପରିବର୍ତ୍ତନ ହେବ। ପଦୋନ୍ନତି ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ବୃଷ- ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସନ୍ତାନସନ୍ତତି ନେଇ ଥିବା ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ- ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। କର୍କଟ- ବିଦେଶ ଯାତ୍ରା କରିବାର ଯୋଗ ରହିଛି। କୌଣସି ପୁରୁଣା ସମସ୍ୟା ଥିଲେ ଦୂର ହେବ। ବ୍ୟୟ ଯୋଗ ରହିଛି। ସିଂହ- ଅଟକି ଯାଇଥିବା ଧନ […]

zodaic

zodaic

Rakesh Mallick
  • Published: Saturday, 05 August 2017
  • Updated: 13 September 2017, 11:42 AM IST

Sports

Latest News

ମେଷ଼- ଚାକିରିରେ ପରିବର୍ତ୍ତନ ହେବ। ପଦୋନ୍ନତି ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ- ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସନ୍ତାନସନ୍ତତି ନେଇ ଥିବା ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ- ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ।

କର୍କଟ- ବିଦେଶ ଯାତ୍ରା କରିବାର ଯୋଗ ରହିଛି। କୌଣସି ପୁରୁଣା ସମସ୍ୟା ଥିଲେ ଦୂର ହେବ। ବ୍ୟୟ ଯୋଗ ରହିଛି।

ସିଂହ- ଅଟକି ଯାଇଥିବା ଧନ ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ। ଭ୍ରମଣ ଯୋଗ ରହିଛି।

କନ୍ୟା- ବିବାହ ଓ ପ୍ରେମ ସଂପର୍କକୁ ନେଇ ଥିବା ସମସ୍ୟା ଦୂର ହେବ। ଜମି କିଣିପାରନ୍ତି। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ।

ତୁଳା- ଘରର ଦାୟିତ୍ୱ ନେବାକୁ ପଡ଼ିବ। ଅଟିକି ଯାଇଥିବା କାମ ଆଜି ସଂପୂର୍ଣ୍ଣ ହେବ। ସଂପର୍କ ଦୃଢ଼ ହେବ। ବନ୍ଧୁବାନ୍ଧବଙ୍କ ଠାରୁ ସହଯୋଗ ପାଇବେ।

ବିଛା- ପରିବାରରେ ଅଶାନ୍ତି ଦେଖାଯିବ। ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ସେଥିପାଇଁ ନିଜର ଯୋଜନାକୁ ଗୁପ୍ତ ରଖନ୍ତୁ।

ଧନୁ- ନୂଆ ଦାୟିତ୍ୱ ମିଳିବ। କର୍ମସ୍ଥଳରେ ପ୍ରଂଶସା ମିଳିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସେଥିପାଇଁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର- ଆଜିର ଦିନରେ ଆପଣ ବେଶୀ ଦୌଡ଼ାଦୌଡି କରିବେ। ଚାକିରି କ୍ଷେତ୍ରରେ  ପଦ ପରିବର୍ତ୍ତନର ଯୋଗ ରହିଛି। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ- ପୂର୍ବରୁ ଥିବା ଇଚ୍ଛା ଆଜି ପୂରଣ ହେବ। ହଠାତ୍‌ ଯାତ୍ରା କରିପାରନ୍ତି।

ମୀନ- ଅଶାନ୍ତି ଦେଖାଯିବ। ଯାତ୍ରା କଲେ ଶୁଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story