ଅହଂକାରୀ ପୁରୁଷ:  ଜାଣନ୍ତୁ, କେଉଁ ୪ଟି କଥା କେବେ ପ୍ରକାଶ କରିବାକୁ ଚାହାଁନ୍ତିନି ସ୍ୱାମୀ ବା ପ୍ରେମିକ

ସମସ୍ତେ କହନ୍ତି, ନାରୀକୁ ବୁଝିବା କଷ୍ଟକର। ଅଧତ୍କାଂଶ ସମୟରେ ପୁରୁଷମାନେ ହିଁ କହିଥାନ୍ତି ମହିଳାମାନେ ରହସ୍ୟମୟୀ। କିନ୍ତୁ କିଛି ବିଶେଷଜ୍ଞ ଅନୁଧ୍ୟାନ କରି ଜାଣିପାରିଛନ୍ତି, ପ୍ରକୃତରେ ପୁରୁଷମାନେ ହିଁ ବେଶୀ ରହସ୍ୟମୟ। ଆପଣ ହୁଏତ ଜାଣି ନ ଥିବେ, କିଛି କଥା ଅଛି, ଯାହା ପୁରୁଷମାନେ ଗୁପ୍ତ ରଖିବାକୁ ଭଲ ପାଆନ୍ତି କୌଣସି ମହିଳା, ଏମିତିକି ତାହା ସେମାନଙ୍କ ଅନ୍ତରଙ୍ଗ ସାଥୀ, ପତ୍ନୀ ବା ପ୍ରେମିକଙ୍କୁ ବି କହିବାକୁ ପସନ୍ଦ କରିନଥାନ୍ତି (୧) ମହିଳାମାନଙ୍କୁ ସବୁବେଳେ ଭାବନ୍ତିକି, […]

lifestyleph

lifestyleph

Rakesh Mallick
  • Published: Friday, 16 June 2017
  • Updated: 16 June 2017, 01:50 PM IST

ସମସ୍ତେ କହନ୍ତି, ନାରୀକୁ ବୁଝିବା କଷ୍ଟକର। ଅଧତ୍କାଂଶ ସମୟରେ ପୁରୁଷମାନେ ହିଁ କହିଥାନ୍ତି ମହିଳାମାନେ ରହସ୍ୟମୟୀ। କିନ୍ତୁ କିଛି ବିଶେଷଜ୍ଞ ଅନୁଧ୍ୟାନ କରି ଜାଣିପାରିଛନ୍ତି, ପ୍ରକୃତରେ ପୁରୁଷମାନେ ହିଁ ବେଶୀ ରହସ୍ୟମୟ। ଆପଣ ହୁଏତ ଜାଣି ନ ଥିବେ, କିଛି କଥା ଅଛି, ଯାହା ପୁରୁଷମାନେ ଗୁପ୍ତ ରଖିବାକୁ ଭଲ ପାଆନ୍ତି କୌଣସି ମହିଳା, ଏମିତିକି ତାହା ସେମାନଙ୍କ ଅନ୍ତରଙ୍ଗ ସାଥୀ, ପତ୍ନୀ ବା ପ୍ରେମିକଙ୍କୁ ବି କହିବାକୁ ପସନ୍ଦ କରିନଥାନ୍ତି

(୧) ମହିଳାମାନଙ୍କୁ ସବୁବେଳେ ଭାବନ୍ତିକି, ସେମାନଙ୍କ ସାଥୀ ବା ପାର୍ଟନର ବା ସ୍ୱାମୀ ବା ପ୍ରେମିକ ଜଣେ ସୁପରମ୍ୟାନ କୈାଣସି କାମରେ ହାତଦେଲେ ସେ ତାକୁ ଶେଷକରି ହିଁ ଛାଡିଥାନ୍ତି। ଅସଲରେ ଯଦିଓ ସେ କାମ ବିଷୟରେ ପୁରୁଷ ଜଣଙ୍କର କୌଣସି ଧାରଣା ନ ଥିବ ମହିଳାଙ୍କ ମନରେ ଏମିତି ଧାରଣା ଆସିବାର କାରଣ ହେଲା, ପୁରୁଷ କେବେବି ନିଜ ଦକ୍ଷତା ସଂପର୍କରେ ତା ସ୍ତ୍ରୀ, ପ୍ରେମିକା ବା ପାର୍ଟନରକୁ କହିବାକୁ ପସନ୍ଦ କରି ନ ଥାଏ। ଅର୍ଥାତ୍ ତା ଭିତରର ଅସଲ ଗୁମର ସେ ଆଉ କାହାକୁ ଜାଣିବାକୁ ଦେଇନଥାଏ। ସବୁବେଳେ ସେ ନିଜକୁ ଅନ୍ୟ ଆଗରେ ପରଫେକ୍ଟ ଦେଖେଇବାକୁ ଚାହିଁଥାଏ ଯଦିଓ ସେ ଜାଣେ ଯେ, ଏମିତି କଲେ ସେ କୌଣସି ସମୟରେ ଧରାପଡ଼ି ଯାଇପାରେ।

(୨) ମହିଳା ବା ଝିଅମାନେ ସବୁବେଳେ ତାଙ୍କ ପୁରୁଷ ପାର୍ଟନରଙ୍କଠାରୁ କମ୍ପ୍ଲିମେଣ୍ଟ ବା ପ୍ରଶଂସା ଶୁଣିବାକୁ ଭଲ ପାଆନ୍ତି। ପୃଥିବୀରେ ଏମିତି ନାରୀ ନାହିଁ ଯିଏ ନିଜର ପ୍ରଶଂସା ଶୁଣିବାକୁ ଭଲପାଏନି। ଆଉ ସବୁବେଳେ ତାଙ୍କ ପୁରୁଷ ପାର୍ଟନର ମଧ୍ୟ ଖୁବ୍ ଭଲ କମ୍ପ୍ଲିମେଣ୍ଟ ବା ପ୍ରଶଂସା ହସିହସି ଶୁଣାଇଥାନ୍ତି। ହେଲେ ବିଚାରୀ ମହିଳା ଜାଣେନି, ପୁରୁଷଟିଏ କେବଳ ଛଳନା ହିଁ କରିଥାଏ। ଯଦି ସ୍ୱାମୀଙ୍କ ପ୍ରତି ପତ୍ନୀଙ୍କର ପ୍ରଶ୍ନ ଥାଏ ଯେ, ମୁଁ କିପରି ଦିଶୁଛି ଟିକେ କହିବ କି ? ତେବେ ହୁଏତ ଅଧିକାଂଶ ସମୟରେ ପୁରୁଷ ପ୍ରଶ୍ନଟି ପ୍ରତି ଭଲରେ ଧ୍ୟାନ ନଦେଇ କିମ୍ବା ପତ୍ନୀଙ୍କୁ ଆଦୌ ନ ଅନେଇ କହିଥାନ୍ତି- ତମେ ଖୁବ୍ ସୁନ୍ଦର ଦିଶୁଛ। ଆଉ ଉତ୍ତରଟି ପୁରୁଷ ଜଣକ ଏତେ ସହାସ୍ୟ ବଦନରେ ଦିଏ ଯେ, ପତ୍ନୀ ଜାଣିପାରନ୍ତି ନାହିଁ ଯେ, ପୁରୁଷର ଏ ସବୁରେ କେବେ ଆଗ୍ରହ ହିଁ ନଥିଲା କି ନଥାଏ।

(୩) ଭାରତରେ ଏମିତି କୌଣସି ପୁରୁଷ ନାହିଁ, ଯାହାକୁ ଆପଣ ପ୍ରଶ୍ନଟିଏ ପଚାରିବେ, ଆଉ ସେ ଆପଣଙ୍କୁ ମନା କରି କହିବେ ଯେ, ମତେ ଏ ପ୍ରଶ୍ନର ଉତ୍ତର ଜଣାନାହିଁ। ଅଧିକାଂଶ ପୁରୁଷ ନା କରିବାକୁ ଭଲ ପାଆନ୍ତିନି। ଯେଉଁ ବିଷୟରେ ପଚାରିଲେ ବି ସେ ତା ପାଇଁ ଗୋଟେ ଉତ୍ତର ରଖିଥାନ୍ତି। କାରଣ ମନା କରିବା ପୁରୁଷପଣିଆର ପରିପନ୍ଥୀ ବୋଲି ସେମାନେ ଭାବନ୍ତି। ସେମାନେ ନିଜ ସାଥୀକୁ ଜଣେଇବାକୁ ଚାହାଁନ୍ତି ଯେ, ସବୁ କାମ ପାଇଁ ସେମାନେ ଫିଟ୍।

(୪) ଆଉ ଗୋଟିଏ କଥା ହେଲା, ପୁରୁଷଟିଏ ସହଜରେ ନିଜ ମନକଥା ଆଉ କାହା ଆଗରେ କହିନଥାଏ। ନିଜ ପତ୍ନୀ ବା ପ୍ରେମିକାଙ୍କ ବିଷୟରେ ଯଦି ସେ କିଛି ଦେଖିଲେ ବା ଶୁଣିଲେ, ତାକୁ ମନ ଭିତରେ ହିଁ ରଖିଥାନ୍ତି। ଉଦାହରଣ ସ୍ବରୂପ, ଯଦି ପତ୍ନୀ ବା ପ୍ରେମିକା ଅନ୍ୟ ପୁରୁଷଙ୍କ ସହ ମଜା ବା ଫ୍ଲଟ କରିବାର ଦେଖନ୍ତି ଏବଂ ଏ କଥାଟି ତାଙ୍କୁ ଖରାପ ଲାଗିଲା, ତେବେବି ସେ ଏ ବିଷୟରେ ମୁହଁ ଖୋଲିବାକୁ ଭଲ ପାଆନ୍ତିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story