ପାପୁଲିର ରେଖା ‘X’ ଅକ୍ଷରକୁ ସୂଚାଉଛି କି ? ଜାଣନ୍ତୁ କେମିତି ରହିବ ଆପଣଙ୍କ ଭବିଷ୍ୟତ

ହାତ ପାପୁଲିରେ ଅନେକ ରେଖା ରହିଛି। ଏହି ରେଖା ପରସ୍ପର ସହ ଛନ୍ଦି ହୋଇ ରହିଥାଏ। କିଛି ସ୍ଥାନରେ ଏହି ରେଖା କୌଣସି ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାଗୁଡ଼ିକରୁ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ବହୁ ମାତ୍ରାରେ ଜାଣି ହୋଇଥାଏ। ଆମେ ଆଜି ହାତ ପାପୁଲି ‘X’ ଅକ୍ଷରକୁ ସୂଚାଉ ଥିବା କଥା କହିବାକୁ ଯାଉଛି। ଏହି ‘X’ ଅକ୍ଷର ଅଧିକ ଲୋକଙ୍କ ପାପୁଲିରେ ନଥାଏ। ମାତ୍ର ୩ ପ୍ରତିଶତ ଲୋକଙ୍କ […]

plam

plam

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 12:08 PM IST

Sports

Latest News

ହାତ ପାପୁଲିରେ ଅନେକ ରେଖା ରହିଛି। ଏହି ରେଖା ପରସ୍ପର ସହ ଛନ୍ଦି ହୋଇ ରହିଥାଏ। କିଛି ସ୍ଥାନରେ ଏହି ରେଖା କୌଣସି ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାଗୁଡ଼ିକରୁ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ବହୁ ମାତ୍ରାରେ ଜାଣି ହୋଇଥାଏ। ଆମେ ଆଜି ହାତ ପାପୁଲି ‘X’ ଅକ୍ଷରକୁ ସୂଚାଉ ଥିବା କଥା କହିବାକୁ ଯାଉଛି। ଏହି ‘X’ ଅକ୍ଷର ଅଧିକ ଲୋକଙ୍କ ପାପୁଲିରେ ନଥାଏ। ମାତ୍ର ୩ ପ୍ରତିଶତ ଲୋକଙ୍କ ପାପୁଲିରେ ଏହି ରେଖା ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ପାପୁଲିର ରେଖା ‘X’ ଅକ୍ଷରକୁ ସୂଚାଉଛି, ତେବେ ଆପଣଙ୍କ ସ୍ୱଭାବ ଓ ଭବିଷ୍ୟତ କେମିତି ରହିବ ଆସନ୍ତୁ ଜାଣିବା।

୧. ପାପୁଲିର ରେଖା ‘X’ ଅକ୍ଷର ସୂଚାଉ ଥିଲେ ବ୍ୟକ୍ତିଙ୍କୁ ସମାଜରେ ପ୍ରତିଷ୍ଠା ମିଳିଥାଏ। ସେମାନେ ସବୁ କାମରେ ସଫଳ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତିର ଦୁଇ ହାତର ପାପୁଲି ‘X’ ଅକ୍ଷର ସୂଚାଉ ଥାଏ, ତାହାହେଲେ ସେମାନେ ଏପରି କିଛି କାମ କରିଥାନ୍ତି, ଯେଉଁଥି ପାଇଁ ସେମାନଙ୍କୁ ଲୋକେ ସବୁବେଳେ ମନେ ରଖିଥାନ୍ତି।

୨. ପାପୁଲିର ଗୁରୁ ପର୍ବତ ରେଖା ଉପରେ ‘X’ ଅକ୍ଷର ସୂଚାଉ ଥିଲେ ଭବିଷ୍ୟ ଖୋଲିଯାଇ ଥାଏ। ସେମାନେ ଧନ ଓ ସମ୍ମାନର ଅଧିକାରୀ ହୋଇଥାନ୍ତି।

୩. ପାପୁଲିର ଭାଗ୍ୟରେଖା ଉପରେ ପାଖରେ ‘X’ ଅକ୍ଷର ସୂଚାଉ ଥିଲେ ଏହା ଶୁଭଙ୍କର ନୁହେଁ। ଭବିଷ୍ୟତ ଗଢ଼ିବାରେ ବାଧା ସୃଷ୍ଟି ହୋଇଥାଏ। ଏହି ରେଖା ବ୍ୟକ୍ତିଙ୍କ ପରେ ପରିବାର ଓ ସାଙ୍ଗମାନେ ସବୁବେଳେ ଅସନ୍ତୋଷ ରହିଥାନ୍ତି।

୪. ପାପୁଲିର ମସ୍ତିଷ୍କ ରେଖା ଉପରେ ‘X’ ଅକ୍ଷର ସୂଚାଉ ଥିଲେ ଏହା ଅତ୍ୟନ୍ତ ଖରାପ। ଏହି ରେଖା ଥିବା ବ୍ୟକ୍ତିର ମାନସିକ ସ୍ଥିତି ଖରାପ ରହିଥାଏ। ସେ କିଛି ନା କିଛି ମାନସିକ ସମସ୍ୟାରେ ଗତି କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story