ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ନ ଥାଏ ସଚ୍ଚା ପ୍ରେମ

‘ପ୍ରେମ’ କେତେବେଳେ କାହାକୁ  ହୋଇଯାଏ କେହି କହିପାରିବେନି। ଏହି ପ୍ରେମରେ ଜଣେ ପଡିଲେ ସବୁ ଭୁଲିଯାଏ। କଥାରେ ଅଛି ପ୍ରେମ ଶ୍ୱାଶତ। ହେଲେ ଜଣ ଜଣଙ୍କୁ ଏମିତି ପ୍ରେମ ପାଇବାକୁ ସାରା ଜୀବନ ବି ନିଅଣ୍ଟ ପଡିଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରେମ ମଧ୍ୟ ବ୍ୟକ୍ତିର ରାଶି ଅନୁସାରେ ମିଳିଥାଏ। କାହାକୁ ସଚ୍ଚା ପ୍ରେମ ତା ଆଉ କାହାକୁ ଧୋକା ମିଳେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳେନାହିଁ ସଚ୍ଚା ପ୍ରେମ। ସିଂହ- ଏହି ରାଶିର ବ୍ୟକ୍ତିମାନେ […]

21

21

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 08:53 PM IST

Sports

Latest News

‘ପ୍ରେମ’ କେତେବେଳେ କାହାକୁ  ହୋଇଯାଏ କେହି କହିପାରିବେନି। ଏହି ପ୍ରେମରେ ଜଣେ ପଡିଲେ ସବୁ ଭୁଲିଯାଏ। କଥାରେ ଅଛି ପ୍ରେମ ଶ୍ୱାଶତ। ହେଲେ ଜଣ ଜଣଙ୍କୁ ଏମିତି ପ୍ରେମ ପାଇବାକୁ ସାରା ଜୀବନ ବି ନିଅଣ୍ଟ ପଡିଯାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରେମ ମଧ୍ୟ ବ୍ୟକ୍ତିର ରାଶି ଅନୁସାରେ ମିଳିଥାଏ। କାହାକୁ ସଚ୍ଚା ପ୍ରେମ ତା ଆଉ କାହାକୁ ଧୋକା ମିଳେ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ମିଳେନାହିଁ ସଚ୍ଚା ପ୍ରେମ।

ସିଂହ- ଏହି ରାଶିର ବ୍ୟକ୍ତିମାନେ ବହୁତ ରାଗି ହୋଇଥାନ୍ତି। ଟିକିଏ ଟିକିଏ କଥାରେ ଅନ୍ୟ ଉପରକୁ ଚିଡ଼ି ଯାଆନ୍ତି। ଏମାନେ ଥରେ ରାଗି ଗଲେ, ଭୁଲ ଠିକ୍‌ର ନିର୍ଣ୍ଣୟ ନେଇପାରନ୍ତି ନାହିଁ। ଏହି କାରଣରୁ ନିଜ ପ୍ରେମକୁ ହରାଇ ବସନ୍ତି। ଅଧିକ ରାଗି ହୋଇଥିବାରୁ ଏମାନଙ୍କ ସମ୍ପର୍କ କାହା ସହିତ ଅଧିକ ଦିନ ତିଷ୍ଟି ନ ଥାଏ।

ମିଥୁନ- ଏହି ରାଶିର ବ୍ୟକ୍ତି ଦରକାରଠାରୁ ଅଧିକ ନିଜ ପ୍ରେମ ପାଗଳ ହୋଇଥାନ୍ତି। ଏହା ତାଙ୍କ ପାଇଁ କାଳ। ଏମାନେ ଯାହାକୁ ଅଧିକ ଭଲ ପାଆନ୍ତି, ଶେଷରେ ସେ ତାଙ୍କୁ ଧୋକ୍କା ଦେଇଥାଏ। ଏଥିପାଇଁ ମିଥୁନ ରାଶିର ବ୍ୟକ୍ତିଙ୍କୁ ସଚ୍ଚା ପ୍ରେମ ମିଳିବା କଷ୍ଟକର ।

ମେଷ- ଏହି ରାଶିର ବ୍ୟକ୍ତି  ପ୍ରେମରେ ଫେଲ। ଯେତେ ଚେଷ୍ଟାକଲେ ବି ଏମାନଙ୍କ ଭାଗ୍ୟରେ ସଚ୍ଚା ପ୍ରେମ  ନ ଥାଏ।  ସଚ୍ଚା ପ୍ରେମ ପାଇବା ପାଇଁ ଏମାନେ ସବୁବେଳେ ଚେଷ୍ଟା କରିଥାନ୍ତି, କିନ୍ତୁ ମିଳି ନ ଥାଏ।  କିଛିନା କିଛି କାରଣ ଯୋଗୁ ପ୍ରେମ ଭାଙ୍ଗି ଯାଏ।

କୁମ୍ଭ- ଏହି ରାଶିର ବ୍ୟକ୍ତିଙ୍କୁ ପ୍ରେମରେ କେବେ ସଫଳତା ମିଳିନାହିଁ। ଏମାନଙ୍କ ଭାଗ୍ୟରେ ସଚ୍ଚା ପ୍ରେମ  ନ ଥାଏ। ଏମାନେ ନିଜ ମନ ହୃଦୟ ଦେଇ ପ୍ରେମ କରନ୍ତି। ଶେଷରେ ତାଙ୍କୁ ଖାଲି ଧୋକା ହିଁ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story