ବସି ରହିଲେ ମାଡି ବସେ ରୋଗ: ପଢନ୍ତୁ ଫିଟନେସ୍‌ ମନ୍ତ୍ର

Pain-Prevention-at-the

ଆପଣ ଅଧିକ ସମୟ ଅଫିସରେ ବସି ରହି କାମ କରୁଛନ୍ତି କି? ଯଦି ଏହାର ଉତ୍ତର ହଁ…ତେବେ ତୁରନ୍ତୁ ବଦଳାନ୍ତୁ ଆପଣଙ୍କ ଅଭ୍ୟାସ। କାରଣ ଘଣ୍ଟା ଘଣ୍ଟା ଧରି ବସି ରହିଲେ, ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।  

୧- ଅଧିକ ସମୟ ବସିବା ଦ୍ୱାରା ମସ୍ତିଷ୍କ ଧିମା ହୋଇଯାଇଥାଏ। କିଛି କାମ କରି ନ ଥାଏ। ରକ୍ତ ସଞ୍ଚାରଣ ଠିକ୍‌ ଭାବରେ ହୋଇ ନ ଥାଏ।

୨-  ଯଦି ଗୋଟିଏ ଦିନ ବସି ରହୁଛନ୍ତି ତାହାହେଲେ ଅଧିକ ଇନସ୍ୟୁଲିନ୍‌  କ୍ଷରିତ ହୋଇଥାଏ। ମଧୁମେହ ରୋଗ ହେବାର  ଆଶଙ୍କା ଥାଏ।

୩- ଯଦି ଜଣେ ବ୍ୟକ୍ତି ସପ୍ତାହରେ ୨୩ ଘଣ୍ଟା ବସୁଥାଏ। ତାହାହେଲେ ହାର୍ଟ ଡିଜିଜ୍‌ ହେବାର ଆଶଙ୍କା ଅଧିକ ଥାଏ।

ଜଣେ ବ୍ୟକ୍ତି ଦିନରେ ୨ଘଣ୍ଟା ବସିଲେ, ଶରୀରର ୨୦ପ୍ରତିଶତ ଭଲ କୋଲେଷ୍ଟରଲ ନଷ୍ଟ ହୋଇଯାଇଥାଏ।

୫- ଯଦି ଆପଣ  ଦିନ ତମାମ ବସି ରହୁଛନ୍ତି ତାହାହେଲେ ଏକ ଘଣ୍ଟା ବ୍ୟାୟମ କରୁଥିଲେ ତାହା ଯଥେଷ୍ଟ ନୁହଁ।

Previous ArticleNext Article

Send this to a friend