ମାରାତ୍ମକ ହେପାଟାଇଟିସ : ଜାଣନ୍ତୁ କିପରି ରହିବେ ସତର୍କ

ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖ ଦିନ ହେପାଟାଇଟିସ ଦିବସ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଅନୁସାରେ ବିଶ୍ୱରେ ୪୦ଲକ୍ଷ ଲେ।କ ହେପାଟାଇଟିସ ବି ଓ ସି  ରେ।ଗରେ ପୀଡ଼ିତ ଅଛନ୍ତି। ହେପାଟାଇଟିସ ଭୂତାଣୁ  ଏ, ବି, ସି, ଡି ,ଇ  ଏହିପରି ୫ ପ୍ରକାର ଭୂତାଣୁ। ଏହା ଏକ ସଂକ୍ରାମକ ରେ।ଗ ଯାହା  ଭୂତାଣୁ ଜନିତ। ଏହା ଯକୃତକୁ ଆକ୍ରମଣ କରି ଛେ।ଟ ଛେ।ଟ ଛିଦ୍ର ସୃଷ୍ଟି କରେ। ପ୍ରତିବର୍ଷ ଦୁନିଆର ୧.୪ […]

liver

liver

Rakesh Mallick
  • Published: Friday, 28 July 2017
  • Updated: 13 September 2017, 01:09 PM IST

Sports

Latest News

ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖ ଦିନ ହେପାଟାଇଟିସ ଦିବସ ପାଳନ କରାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ  ଅନୁସାରେ ବିଶ୍ୱରେ ୪୦ଲକ୍ଷ ଲେ।କ ହେପାଟାଇଟିସ ବି ଓ ସି  ରେ।ଗରେ ପୀଡ଼ିତ ଅଛନ୍ତି। ହେପାଟାଇଟିସ ଭୂତାଣୁ  ଏ, ବି, ସି, ଡି ,ଇ  ଏହିପରି ୫ ପ୍ରକାର ଭୂତାଣୁ। ଏହା ଏକ ସଂକ୍ରାମକ ରେ।ଗ ଯାହା  ଭୂତାଣୁ ଜନିତ। ଏହା ଯକୃତକୁ ଆକ୍ରମଣ କରି ଛେ।ଟ ଛେ।ଟ ଛିଦ୍ର ସୃଷ୍ଟି କରେ। ପ୍ରତିବର୍ଷ ଦୁନିଆର ୧.୪ ଲକ୍ଷ ଲୋକେ ଏହି ରୋଗରୁ ମୃତ୍ୟୁମୁଖରେ ପଡୁଛନ୍ତି ।

ନିରାକରଣ

  • ଅପରିଚିତ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ ରଖନ୍ତୁ ନାହଁ । ଏଥିରୁ ବଞ୍ଚିବା ପାଇଁ କଣ୍ଡେ।ମର ବ୍ୟବହାର କରନ୍ତୁ।
  • ହସ୍ପିଟାଲରେ ସିରିଞ୍ଜ ବ୍ୟବହାର ସମୟରେ ଧ୍ୟାନ ରଖିବେ ଏହା ନୂଆ ହେ।ଇଥିବ।
  • ଟାଟୁ କିମ୍ବା ଶରୀରର କୌଣସି ଅଙ୍ଗର ଛିଦ୍ର କରିବା ସମୟରେ ଛୁଞ୍ଚି ନୂଆ ହେବା ଆବଶ୍ୟକ ।
  • ନିଜ ସେଭିଂ ବ୍ଳେଡ କିମ୍ବା ଟୁଥ ବ୍ରସ୍ କୁ କାହାସହ ସେୟାର କରନ୍ତୁ ନାହିଁ ।
  • ହେପାଟାଇଟିସର ନିରାକରଣ ଟିକା ସହଜରେ ଉପଲବ୍ଧ । ନବଜାତଶି ଶୁଙ୍କୁ ଏହି ଟିକା ଦବା ସହ ୧୮ ବର୍ଷରୁ କମ୍ ପିଲାଙ୍କୁ ଭ୍ୟାକ୍ସିନ ଦିଅନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story