ରାଶି କହେ ବ୍ୟକ୍ତିତ୍ୱ କଥା:ଜାଣନ୍ତୁ ଓ ଚିହ୍ନନ୍ତୁ ଚାରିପାଖର ମଣିଷଙ୍କୁ

ଶିଶୁଟି ଜନ୍ମ ହେଲେ ସେହ୍ନରେ କିଏ କ’ଣ ଡାକିଥାଏ। କିନ୍ତୁ ଶିଶୁର ପ୍ରକୃତ ନାମକରଣ ଗ୍ରହ ଓ ନକ୍ଷତ୍ରର ଚଳନ ନେଇ  କରାଯାଇଥାଏ। ସମସ୍ତେ ତାକୁ ସେହି ନାଁରେ ଡାକନ୍ତି। କିନ୍ତୁ ଜାଣିଛନ୍ତି କି, ରାଶି ଆନୁଯାୟୀ ଆପଣଙ୍କ ନାମ କେତେ ଲକି? ମେଷ ଏହି ରାଶିର ଅଧିପତି ମଙ୍ଗଳ।  ଏହି ରାଶିର ବ୍ୟକ୍ତି ସାହାସୀ ହୋଇଥାନ୍ତି। ସବୁବେଳେ ନୂଆ ନୂଆ  ନିଷ୍ପତ୍ତି ନେବାକୁ ପସନ୍ଦ କରିଥାନ୍ତି। ବୃଷ ଏହି ରାଶିର ଅଧିପତି ଶୁକ୍ର।  ଏହି ରାଶିର […]

karina

karina

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 01:52 PM IST

Sports

Latest News

ଶିଶୁଟି ଜନ୍ମ ହେଲେ ସେହ୍ନରେ କିଏ କ’ଣ ଡାକିଥାଏ। କିନ୍ତୁ ଶିଶୁର ପ୍ରକୃତ ନାମକରଣ ଗ୍ରହ ଓ ନକ୍ଷତ୍ରର ଚଳନ ନେଇ  କରାଯାଇଥାଏ। ସମସ୍ତେ ତାକୁ ସେହି ନାଁରେ ଡାକନ୍ତି। କିନ୍ତୁ ଜାଣିଛନ୍ତି କି, ରାଶି ଆନୁଯାୟୀ ଆପଣଙ୍କ ନାମ କେତେ ଲକି?

ମେଷ

ଏହି ରାଶିର ଅଧିପତି ମଙ୍ଗଳ।  ଏହି ରାଶିର ବ୍ୟକ୍ତି ସାହାସୀ ହୋଇଥାନ୍ତି। ସବୁବେଳେ ନୂଆ ନୂଆ  ନିଷ୍ପତ୍ତି ନେବାକୁ ପସନ୍ଦ କରିଥାନ୍ତି।

ବୃଷ

ଏହି ରାଶିର ଅଧିପତି ଶୁକ୍ର।  ଏହି ରାଶିର ବ୍ୟକ୍ତି ଆରାମ କରିବାକୁ ପସନ୍ଦ କରନ୍ତି । ଯେଉଁ କାମ କରନ୍ତି ବହୁତ ଉତ୍କଣ୍ଠାର ସହ କରିଥାନ୍ତି।

ମିଥୁନ

ଏହି ରାଶିର ଅଧିପତି ବୁଧ। ଏହି ରାଶିର ବ୍ୟକ୍ତି ବେଶୀ କଥା ହୋଇଥାନ୍ତି। ଯେଉଁଠି ଯାଆନ୍ତି ସମସ୍ତଙ୍କୁ ସଂପର୍କରେ ବାନ୍ଧି ଦିଅନ୍ତି।

କର୍କଟ

ଏହି  ରାଶିର ଅଧିପତି ଚନ୍ଦ୍ରମା।  ଏହି ରାଶିର ବ୍ୟକ୍ତି ପରିବାର ସହ ଯୋଡ଼ି ରହିବାକୁ ଅଧିକ ଭଲ ପାଆନ୍ତି। ଅନ୍ୟର ଉପକାର କରିବା ପାଇଁ  ପସନ୍ଦ କରନ୍ତି।

ସିଂହ

ଏହି ରାଶିର ଅଧିପତି ସୂର୍ଯ୍ୟ ।  ପର ଉପକାରୀ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି। ଯେଉଁଠିକୁ  ଯାଆନ୍ତି ତାଙ୍କର ଛାପ ସମସ୍ତଙ୍କ ଉପରେ ପଡ଼ିଥାଏ।

 କନ୍ୟା

ବୁଧ ହେଉଛନ୍ତି ଏହି ରାଶିର ଅଧିପତି । ଏହି ରାଶିର ଲୋକ ଭାରି ପରିଶ୍ରମୀ । ହେଲେ ନିଜର କଥା କହିବାର ଢଙ୍ଗ ଯୋଗୁଁ ସମସ୍ତଙ୍କ ଆଗରେ ଲଜ୍ଜିତ ହୋଇଥାନ୍ତି।

ତୁଳା

ଏହି ରାଶି ଅଧିପତି ଶୁକ୍ର। ନିଜ ଉପରେ ଅଧିକ ଧ୍ୟାନ ଦିଅନ୍ତି ଏହି ରାଶିର ଲୋକ। ପାର୍ଟନର ସହ ଯେବେ ଡେଟିଂରେ ଯାଆନ୍ତି  ସେ ନିଜକୁ ଭୁଲି ଯାଆନ୍ତି।

ଧନୁ

ଏହି ରାଶିର ଅଧିପତି ବୃହସ୍ପତି। ଏହି ରାଶିର ବ୍ୟକ୍ତି ସବୁବେଳେ ସତ କଥା କହିଥାନ୍ତି। ଧର୍ମ ଓ ଦର୍ଶନ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରନ୍ତି।

ମକର

ଏହି ରାଶିର ଅଧିପତି ଶନି। ଏହି ରାଶିର ବ୍ୟକ୍ତି ବହୁତ ଧୈର୍ଯ୍ୟବାନ୍ ଓ ବହୁତ ପରିଶ୍ରମୀ ହୋଇଥାନ୍ତି।

କୁମ୍ଭ

ଶନି ହେଉଛନ୍ତି ଏହି ରାଶିର ଅଧିପତି । ପରଉପକାରୀ ହୋଇଥାନ୍ତି ଏହି ରାଶିର ବ୍ୟକ୍ତି। ସମାଜରେ ଜଣେ ଶ୍ରେଷ୍ଠ ବ୍ୟକ୍ତି ହୋଇଥାନ୍ତି।

ମୀନ

ଏହି ରାଶିର ଅଧିପତି ବୃହସ୍ପତି। ନିଃସ୍ୱାର୍ଥ ପର ହୋଇଥାନ୍ତି ଏହି ରାଶିର ଲୋକ। ସବୁବେଳେ ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos