ଶାରୀରିକ ଗଠନରୁ ଜାଣି ହେବ ମଣିଷର ସ୍ୱଭାବ: ଜାଣନ୍ତୁ କେଉଁ ବ୍ୟକ୍ତିଙ୍କ ଚରିତ୍ର କେମିତି

ଶାରୀରିକ ଅଙ୍ଗର ବିଶ୍ଲେଷଣ କରି ବ୍ୟକ୍ତିର ଚରିତ୍ରର ବାଖ୍ୟା କରିବାକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ଏହି ଶାସ୍ତ୍ର ମାଧ୍ୟମରେ ବ୍ୟକ୍ତର ଅଙ୍ଗ, ଚାଲିଚଳନ, ଲକ୍ଷଣ ଓ କଥାରୁ ବ୍ୟକ୍ତର ସ୍ୱଭାବ ବିଷୟରେ ଜଣାପଡିଥାଏ। ବହୁ ପରୀକ୍ଷା ପରେ ଏହାକୁ ସିଦ୍ଧ କରାଯାଇଛି। ଏହା ଏପରି ଏକ ଶାସ୍ତ୍ର ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ସଠିକ ତଥ୍ୟ ମିଳିଥାଏ। ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗ ସମ୍ପର୍କରେ କ’ଣ କୁହାଯାଇଛି। ଦାନ୍ତ ଉପରେ ଦାନ୍ତ: ବହୁ […]

teath

teath

Rakesh Mallick
  • Published: Tuesday, 22 August 2017
  • Updated: 13 September 2017, 11:39 AM IST

Sports

Latest News

ଶାରୀରିକ ଅଙ୍ଗର ବିଶ୍ଲେଷଣ କରି ବ୍ୟକ୍ତିର ଚରିତ୍ରର ବାଖ୍ୟା କରିବାକୁ ସାମୁଦ୍ରିକ ଶାସ୍ତ୍ର କୁହାଯାଇଥାଏ। ଏହି ଶାସ୍ତ୍ର ମାଧ୍ୟମରେ ବ୍ୟକ୍ତର ଅଙ୍ଗ, ଚାଲିଚଳନ, ଲକ୍ଷଣ ଓ କଥାରୁ ବ୍ୟକ୍ତର ସ୍ୱଭାବ ବିଷୟରେ ଜଣାପଡିଥାଏ। ବହୁ ପରୀକ୍ଷା ପରେ ଏହାକୁ ସିଦ୍ଧ କରାଯାଇଛି। ଏହା ଏପରି ଏକ ଶାସ୍ତ୍ର ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ସଠିକ ତଥ୍ୟ ମିଳିଥାଏ। ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ରରେ ଶରୀରର ବିଭିନ୍ନ ଅଙ୍ଗ ସମ୍ପର୍କରେ କ’ଣ କୁହାଯାଇଛି।

hairy-manଦାନ୍ତ ଉପରେ ଦାନ୍ତ: ବହୁ ଲୋକଙ୍କର ଦାନ୍ତ ଉପରେ ଦାନ୍ତ ରହିଥାଏ। ଏପରି ବ୍ୟକ୍ତିଙ୍କୁ ସାମୁଦ୍ରିକ ଶାସ୍ତ୍ରରେ ଭାଗ୍ୟଶାଳୀ କୁହାଯାଇଛି। ଏମାନେ ସାହାସୀ ହେବା ସହ ଖୋଲା ବିଚାରର ବ୍ୟକ୍ତିତ୍ୱ ହୋଇଥାନ୍ତି। ଏପରି ଦାନ୍ତ ଥିବା ଲୋକେ ଜୀବନ ସାରା ବନ୍ଧୁତ୍ୱ ନିଭାଇଥାନ୍ତି।

ଶରୀରରେ ଅଧିକ କେଶ: ଜନ୍ମରୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଅଧିକ କେଶ ଥାଏ, ସେମାନେ ମୋହ ଓ ଭୋଗ ବିଳାସରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମାନେ ଅଧିକ ଖାଦ୍ୟ ପ୍ରିୟ ହୋଇଥାନ୍ତି। ପରିଶ୍ରମ କରିବା ସହ ସବୁ ବେଳେ ନୂଆ କାମ କରିବାକୁ ପସନ୍ଦ କରିଥାନ୍ତି।

ଛାତିରେ  ଅଧିକ ଚୁଟି: ଯେଉଁ ବ୍ୟକ୍ତର ଛାତିରେ ଅଧିକ ଚୁଟି ଥାଏ ସେମାନେ ସବୁବେଳେ ସୁଖରେ ରହିଥାନ୍ତି। ଏପରି ଲୋକ ସାଧାରଣତଃ ଧନୀ ହୋଇଥାନ୍ତି। ଯଦି ଅଧିକ ଧନ ନଥାଏ ତଥାପି ଯେତିକି ଥାଏ ସେଥିରେ ତାଙ୍କ ଆବଶ୍ୟକତା ପୂରଣ ହୋଇଯାଇଥାଏ।

six-fingersହାତରେ ଛଅ ଆଙ୍ଗୁଳି: ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ୬ଟି ଆଙ୍ଗୁଠି ଥାଏ ସେମାନଙ୍କ ଭାଗ୍ୟବାନ ହୋଇଥାନ୍ତି। ଏମାନେ ଅଧିକ ପରିଶ୍ରମ କରିଥାନ୍ତି। ସବୁ କାମ ଭାବିଚିନ୍ତି କରିଥାନ୍ତି।  ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି।

ପତଳା ଜଙ୍ଘ: ପତଳା ଜଙ୍ଘର ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏହାଛଡା ଏମାନେ ସାହାସୀ ହୋଇଥାନ୍ତି। ପରିଶ୍ରମ କରିବାରେ ପଛକୁ ହଟି ନଥାନ୍ତି। ବିଚକ୍ଷଣ ବୁଦ୍ଧିର ଅଧିକାରୀ ହୋଇଥାନ୍ତି ଏମାନେ। ଚାଲିଖିରେ କେହି ଏମାନଙ୍କୁ ହରାଇ ପରିବେ ନାହିଁ। ଏମାନେ ଶତ୍ରୁ ପାଖରୁ ମଧ୍ୟ ନିଜ ମତଲବର କାମ କରାଇ ନେବାକୁ ସକ୍ଷମ।

ପିଠିରେ କୁଜ: ପିଠିରେ କୁଜ ଥିବା ବ୍ୟକ୍ତି ସ୍ୱାର୍ଥପର ପ୍ରକୃତିର ହୋଇଥାନ୍ତି। ଅନ୍ୟମାନଙ୍କ ଶକ୍ତିକୁ ଅପବ୍ୟବହାର କରି ଲାଭ ଉଠାବାକୁ ଚେଷ୍ଟା କରିଥାନ୍ତି। ଅନ୍ୟର ଧନରେ ନିଜ ବେପାର ଚଲାଇଥାନ୍ତି। ଏହାଛଡା ଏମାନଙ୍କ ବ୍ୟବହାର ଅନ୍ୟମାନଙ୍କ ପ୍ରତି ବହୁତ ଖରାପ ରହିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story