୧୩ ଜୁଲାଇ, ଗୁରୁବାର: ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ :  ଯେ କୌଣସି କାର୍ଯ୍ୟ  ଲାଗି କରିଥିବା  ଉଦ୍ୟମରେ ସଫଳ ହେବେ ।ସମାଜରେ ମାନ-ସମ୍ମାନ ପାଇବେ। ଆର୍ଥିକ ସ୍ଥିତି ସ୍ୱଛଳ ରହିବ। ନିଜ ଗୁରୁଙ୍କ ପ୍ରତି ଆସ୍ଥା ବଢିବ। ବୃଷ : କାର୍ଯ୍ୟ ବ୍ୟସ୍ତରେ ରହିବେ। ପରିଶ୍ରମ ଅନୁପାତରେ ଲାଭ କମ୍ ପାଇବେ। ଆପଣଙ୍କ ମଧ୍ୟରେ ମାନସିକ ଅଶାନ୍ତି ବଢିବ। ବ୍ୟବହାରରେ ଶାଳୀନତା ରଖନ୍ତୁ । ମିଥୁନ : ମାନସିକ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜନସମର୍ଥନ ପାଇବା […]

Rasi

Rasi

Rakesh Mallick
  • Published: Thursday, 13 July 2017
  • Updated: 15 July 2017, 08:03 AM IST

Sports

Latest News

ମେଷ :  ଯେ କୌଣସି କାର୍ଯ୍ୟ  ଲାଗି କରିଥିବା  ଉଦ୍ୟମରେ ସଫଳ ହେବେ ।ସମାଜରେ ମାନ-ସମ୍ମାନ ପାଇବେ। ଆର୍ଥିକ ସ୍ଥିତି ସ୍ୱଛଳ ରହିବ। ନିଜ ଗୁରୁଙ୍କ ପ୍ରତି ଆସ୍ଥା ବଢିବ।

ବୃଷ : କାର୍ଯ୍ୟ ବ୍ୟସ୍ତରେ ରହିବେ। ପରିଶ୍ରମ ଅନୁପାତରେ ଲାଭ କମ୍ ପାଇବେ। ଆପଣଙ୍କ ମଧ୍ୟରେ ମାନସିକ ଅଶାନ୍ତି ବଢିବ। ବ୍ୟବହାରରେ ଶାଳୀନତା ରଖନ୍ତୁ ।

ମିଥୁନ : ମାନସିକ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜନସମର୍ଥନ ପାଇବା ଦ୍ୱାରା ଖୁସି ରହିବେ।

କର୍କଟ : ବେପାର ବୃତ୍ତିରୁ ଲାଭ କମ୍ ପାଇବେ। ବନ୍ଧୁ ବିଶ୍ୱାସଘାତକତା କରିବେ। ଲାଗିରହିଥିବା ବିବାଦ ଜଟିଳ ହେବ ।

ସିଂହ : ରାଜନୀତିରେ ପ୍ରତିଷ୍ଠା ବଢିବ। ବହୁ ଦିନର ଆଶା ପୂରଣ ହେବ ।ବାକିଆ ଅର୍ଥ ଫେରିପାଇବେ। ଦୂର ଯାତ୍ରା କରିପାରନ୍ତି ।

କନ୍ୟା : ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦବ।ବେତନ ବୃଦ୍ଧି ଓ ପଦେ।ନ୍ନତିର ପୂର୍ବଭାସ ପାଇବେ । ସମାଜରେ ପତିଆରା ବଢିବ ।

ତୁଳା :  ଧର୍ମ କର୍ମରେ ବିଘ୍ନ ଘଟିପାରେ। ସଫଳତାର ପାହାଚ ଚଢିବା ପାଇଁ ଭାବି ଚିନ୍ତି କାମ କରନ୍ତୁ ।

ବିଛା : ପରିବାର ମଧ୍ୟରେ କେ।ଣଷି ଅଘଟଣ ଘଟିପାରେ । ଆପଣଙ୍କ ମଧ୍ୟରେ ମାନସିକ ଚିନ୍ତା ବଢିବ । ପ୍ରଗତିର ଗତିରେ।ଧ ହେବ ।

ଧନୁ : କାର୍ଯ୍ୟ ଓ ବ୍ୟବସାୟରୁ ଆଶାତୀତ ଲାଭ ପାଇବେ । ବଂଧୁ ମିଳନ ହେ।ଇପାରେ।

ମକର : କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥକ ମଜଭୂତ ହେବ। ଶତ୍ରୁ ବଢିପାରେ।

କୁମ୍ଭ : ସୁସ୍ଥ ମସ୍ତିଷ୍କ ଓ ସ୍ଥିର ଚିତ୍ତରେ କାମ କରନ୍ତୁ। କାହାର ଉପରେ ଆବଶ୍ୟକତା ଠାରୁ ଅଧିକ ଭରଷା କରନ୍ତୁ ନ।ହିଁ । ଅଯଥା ଖର୍ଚ୍ଚର ସମ୍ଭାବନା ରହିଛି । ମୀନ ବେପାରରୁ ଲାଭ  କମ୍ ପାଇବେ । ଅଯଥା କଳହରୁ ନିବୃତ ରୁହନ୍ତୁ । ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story