ଆଉ କେତେଦିନ !

ଆଉ କେତେଦିନ ! ବିଶ୍ୱବନ୍ଦିତା ସ୍ୱାଇଁ ଆଉ କତେଦିନ ଏ ମିଛିମିଛିକା ଅଭିନୟ ଅନ୍ଧାର ଅନିଦ୍ରା ନୟନେ ମାଖିବାକୁ ପଡ଼ିବ କଜଳ, ଅତି ପାଖରୁ ଧୋକା ଦେବା ପାଇଁ ପ୍ରସ୍ତୁତ ସବୁବେଳେ ସେ ଓଠର ମିଠା ହସ, ରହିଯାଅ, ଜୀବନ ଏକ ଫଟୋ ତ ନୁହେଁ।   ଆଉ କେତେଦିନ କାନରେ ଗୁଞ୍ଜରିତ ହେବ ଗୋଟେ ଶବ୍ଦ-‘ତୁ ଆଉ ପିଲା ନାହୁଁ’ ରାସ୍ତା ପାର ହେବା ବେଳେ ଗାଡ଼ି ଦେଖି ଡରିଗଲେ କେହି ତୋ ଆଗରେ ଆସି […]

Kabita

Kabita

Ordigital Desk
  • Published: Monday, 29 January 2018
  • Updated: 29 January 2018, 05:34 PM IST

ଆଉ କେତେଦିନ !

ବିଶ୍ୱବନ୍ଦିତା ସ୍ୱାଇଁ

ଆଉ କତେଦିନ ଏ ମିଛିମିଛିକା ଅଭିନୟ

ଅନ୍ଧାର ଅନିଦ୍ରା ନୟନେ ମାଖିବାକୁ ପଡ଼ିବ କଜଳ,

ଅତି ପାଖରୁ ଧୋକା ଦେବା ପାଇଁ ପ୍ରସ୍ତୁତ

ସବୁବେଳେ ସେ ଓଠର ମିଠା ହସ,

ରହିଯାଅ, ଜୀବନ ଏକ ଫଟୋ ତ ନୁହେଁ।

ଆଉ କେତେଦିନ କାନରେ ଗୁଞ୍ଜରିତ ହେବ

ଗୋଟେ ଶବ୍ଦ-'ତୁ ଆଉ ପିଲା ନାହୁଁ'

ରାସ୍ତା ପାର ହେବା ବେଳେ ଗାଡ଼ି ଦେଖି ଡରିଗଲେ

କେହି ତୋ ଆଗରେ ଆସି ଠିଆ ହେବନି,

ମିଛରେ ଠିକ୍ ଅଛି କହିଦେଲେ,

କେହି ତୋ ଆଖି ପଢ଼ି ଆଉଟିକେ ନିକଟତର ହେବନି,

କାରଣ, ଜୀବନ ଏକ ଫିଲ୍ମ ତ ନୁହେଁ।

ଆଉ କେତେଦିନ ଯୌବନ ଥରେ ଚାଲିଗଲେ

ଆଉ ମିଳିବନିର ମିଛ ଆବଶୋଷ,

ଏ ଯୌବନ କେଉଁ କୋହିନୂରଠୁ କମ୍ କି!

ଶୈଶବର ମୋର ସେଇ ପାଦ ଦୁଇ

ଯୌବନ ଆଡ଼କୁ ଏତେ ଧାଇଁଲା ପରେ ଆଜି ବୁଝୁଛି,

କୋହିନୂର ତ ଯାହା ପାଖକୁ ଯଇଛି

ତା'ର ସର୍ବନାଶ କରିଛି,

ଯାଅ, ଥରେ ଇତିହାସ ପୃଷ୍ଟା ଝାଙ୍କି ଦେଖ।

ଆଉ କେତେଦିନ ସେ ଅଲୋଡ଼ା, ଭବିଷ୍ୟତର ଆଲୋଚନା,

କେବେ ହାତରେ ପିନ୍ଧୁଥିବା ଘଣ୍ଟାର ସମୟ ଅକ୍ତିଆର ହୋଇଛି

ନା ସମୁଦ୍ରର ଢେଉ ଆସି ପାଦକୁ ଛୁଇବା ପରେ କିଛି କ୍ଷଣ ରହିଛି,

ଯଦି କିଛି ଅନୁଭବ ହୋଇଛି ତେବେ ସେ ହେଉଛି

ଛୁଇଁଥିବା ପାଣିର ସ୍ପର୍ଶ ଓ ଗାଲକୁ ଓଠର ହସ,

ସେଥିପାଇଁ ଜୀବନ ବଞ୍ଚିବାରୁ ଆରମ୍ଭ, ଜୀଇଁବାରେ ଶେଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story