ଆରମ୍ଭ ହେଲା ଜିଓ କାଉଣ୍ଟଡାଉନ୍‌: ଅପେକ୍ଷା ଏପ୍ରିଲ୍‌ ପହିଲା

March 30, 2017 . by Odisha Reporter Bureau

ମୁମ୍ବାଇ: ଜିଓ ପ୍ରାଇମ୍‌ ମେମ୍ବରସିପ୍‌ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଅର୍ଥାତ ଆସନ୍ତାକାଲି ପର୍ଯ୍ୟନ୍ତ। ୫୦ମିଲିୟନ ଲୋକ ଏପର୍ଯ୍ୟନ୍ତ ଜିଓ ପ୍ରାଇମ୍‌ ମେମ୍ବର ହୋଇସାରିଛନ୍ତି। ପାଖାପାଖି ଶହେ ମିଲିୟନ ଲୋକ ଜିଓ ବ୍ୟବହାର…

READ MORE

ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ମଧ୍ୟରେ ୪ ଓଡ଼ିଆ; ନବୀନଙ୍କଠାରୁ ଧର୍ମେନ୍ଦ୍ର ପାୱରଫୁଲ୍‌

March 30, 2017 . by Odisha Reporter Bureau

ଭୁବନେଶ୍ୱର: ରାଜନୀତିରେ ଉତ୍ଥାନପତନ ସାଙ୍ଗକୁ ଭାରତ ବିକାଶ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏଭଳି ସ୍ଥଳେ ଦେଶର ଏକ ଅଗ୍ରଣୀ ଇଂରାଜୀ ଖବରକାଗଜ ଭାରତର ଶ୍ରେଷ୍ଠ୧୦୦ଜଣ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ଚୟନ କରିଛି। ସବୁଠୁ…

READ MORE

ଟ୍ରିପଲ୍‌ ତଲାକ୍ : ୫ ଜଣିଆ ଖଣ୍ଡପୀଠରେ ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

March 30, 2017 . by Odisha Reporter Bureau

ନୂଆଦିଲ୍ଲୀ: ମୁସଲିମ୍‌ ସମ୍ପ୍ରଦାୟରେ ଥିବା ଟ୍ରିପଲ ତଲାକ ନିୟମକୁ ଉଠେଇ ଦେବା ନେଇ କେନ୍ଦ୍ର ସରକାର ବିଚାର କରୁଥିବା ବେଳେ ଆଜି ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି। ଏହି ଟ୍ରିପଲ୍‌…

READ MORE

ସାମ୍ବାଦିକଙ୍କ ପାଇଁ ହେବ କି ଡ୍ରେସ୍ କୋଡ୍?

March 30, 2017 . by Odisha Reporter Bureau

ମୁମ୍ବାଇ: ବମ୍ବେ ହାଇକୋର୍ଟରେ ଆଜି ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଘଟିଥିଲା ଏକ ଭିନ୍ନ ଘଟଣା। କୋର୍ଟ ପ୍ରୋସିଡିଂ ବେଳେ ଖବର ସଂଗ୍ରହ ପାଇଁ ଉପସ୍ଥିତ ଥିଲେ ଅନେକ ଗଣମାଧ୍ୟମ ପ୍ରତିନିଧି। ତେବେ…

READ MORE

ଜିଏସ୍‌ଟିର ୪ଟି ସହାୟକ ବିଲ୍‌ ଲୋକସଭାରେ ପାରିତ

March 30, 2017 . by Odisha Reporter Bureau

ନୂଆଦିଲ୍ଲୀ: ପାରିତ ହେଲା ଜିଏସଟି ସମ୍ପର୍କିତ ୪ଟି ସହାୟକ ବିଲ୍‌। ଗତକାଲି ଲୋକସଭାରେ ଏହାକୁ ମଞ୍ଜୁରୀ ମିଳିଛି। ଦେଶର ସବୁଠାରୁ ବଡ଼ ଆର୍ଥିକ ସଂସ୍କାର କୁହାଯାଉଥିବା ଗୁଡସ୍ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ (ଜିଏସଟି) ଲାଗୁ…

READ MORE

ରାଷ୍ଟ୍ରପତି ଦୌଡ଼ରେ ମୁଁ ନାହିଁ: ମୋହନ ଭାଗବତ

March 29, 2017 . by Odisha Reporter Bureau

ନାଗପୁର: ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନାମ ଉଠିବା ପରେ ବିଭନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ଆଜି ଖୋଦ ମୋହନ ଭାଗବତ ମତ ରଖିଛନ୍ତି। କହିଛନ୍ତି…

READ MORE

‘ଆମେ ୩000 ପର୍ଣ୍ଣ ୱେବ୍‌ସାଇଟ ବନ୍ଦ କରିଛୁ’

March 29, 2017 . by Odisha Reporter Bureau

ନୂଆଦିଲ୍ଲୀ: ୱେବସାଇଟରେ ଅଶ୍ଳୀଳ ଭିଡିଓକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ । ଆଜି ସଂସଦରେ ଏନେଇ ସରକାର ଆଜି ମତ ରଖିଛନ୍ତି। କହିଛନ୍ତି ଦେଶରେ ୩୦୦୦ ପର୍ଣ୍ଣ ୱେବସାଇଟକୁ ବନ୍ଦ କରାଯାଇଛି।  ସୂଚନା…

READ MORE

ଭାବିପତ୍ନୀଙ୍କୁ କିଏ କଲା ବଦନାମ

March 29, 2017 . by Odisha Reporter Bureau

ଗାଜିଆବାଦ: ବିବାହ ଭାଙ୍ଗିଗଲା ପରେ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ଅଶ୍ଳୀଳ  ଛାଡି ଯୁବକ ଗିରଫ। । ଏଭଳି ଏକ ଘଟଣା ଘଟିଛି ଗାଜିଆବାଦରେ । ଅଭିଯୁକ୍ତ ଯୁବତୀଙ୍କ ଫୋଟକୁ ଏଡିଟ୍‌ କରି ଫଟୋ ଫେସବୁକରେ…

READ MORE

ବିମାନ ଯାତ୍ରା ବାଟ ବନ୍ଦ: କାରରେ ଦିଲ୍ଲୀ ଗଲେ ଶିବସେନା ଏମପି

March 29, 2017 . by Odisha Reporter Bureau

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ମାଡ଼ ଘଟଣା। ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ମାଡ଼ ମାରି ଶିବସେନା ଏମପି ରବିନ୍ଦ୍ର ଗଏକୱାଡ଼ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତ। ବିମାନ ଯାତ୍ରା ନେଇ ରବିନ୍ଦ୍ରଙ୍କ ଉପରେ ପ୍ରଥମେ  ଏୟାର ଇଣ୍ଡିଆ…

READ MORE

ଲୋକସଭାରେ ଜିଏସ୍‌ଟି ସହାୟକ ବିଲ୍‌ ଉପରେ ହେବ ଆଲୋଚନା

March 29, 2017 . by Odisha Reporter Bureau

ନୂଆଦିଲ୍ଲୀ: ଆଜି ଲୋକସଭାରେ ଜିଏସ୍‌ଟିର ସହାୟକ ବିଲ୍‌ ଉପରେ ଆଜି ଆଲୋଚନା ହେବ। ଆଲୋଚନା ପାଇଁ ବାଚସ୍ପତି ସୁମିତ୍ରା ମହାଜନ ୭ ଘଣ୍ଟା ସମୟ ଦେଇଛନ୍ତି। ୪ଟି ସହାୟକ ବିଲ୍‌ ଉପରେ ଆଲୋଚନା ହେବ।…

READ MORE