ଔରଙ୍ଗାବାଦ ହେବ ସମ୍ଭାଜୀ ନଗର, ମିଳିଲା କ୍ୟାବିନେଟ ଅନୁମୋଦନ

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରି ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ଔରଙ୍ଗାବାଦର ନାଁ ବଦଳିବା ନିଷ୍ପତ୍ତି ଉପରେ ମୋହର ବାଜିଛି। ଏଣିକି ଔରଙ୍ଗାବାଦ ସମ୍ଭାଜୀ ନଗର ଭାବେ ପରିଚୟ ହାସଲ କରିବ। ନିଜକୁ ପ୍ରକୃତ ମରାଠା ବୋଲି ଦର୍ଶାଇବା ପାଇଁ ଉଦ୍ଧବଙ୍କ କ୍ୟାବିନେଟ ଏପରି ନିଷ୍ପତ୍ତି […]

Maha

Maha

Hemant Lenka
  • Published: Wednesday, 29 June 2022
  • Updated: 29 June 2022, 07:25 PM IST

ମୁମ୍ବାଇ: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରି ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ଔରଙ୍ଗାବାଦର ନାଁ ବଦଳିବା ନିଷ୍ପତ୍ତି ଉପରେ ମୋହର ବାଜିଛି।

ଏଣିକି ଔରଙ୍ଗାବାଦ ସମ୍ଭାଜୀ ନଗର ଭାବେ ପରିଚୟ ହାସଲ କରିବ। ନିଜକୁ ପ୍ରକୃତ ମରାଠା ବୋଲି ଦର୍ଶାଇବା ପାଇଁ ଉଦ୍ଧବଙ୍କ କ୍ୟାବିନେଟ ଏପରି ନିଷ୍ପତ୍ତି ନେଇଛି। ଔରଙ୍ଗାବାଦର ନାଁ ପରିବର୍ତ୍ତନ କରିବା ପାଇଁ ଦୀର୍ଘଦିନରୁ ଶିବ ସୈନିକମାନେ ଦାବି କରୁଥିଲେ। ଏବେ ଦଳୀୟ ବିଧାୟକଙ୍କ ବିଦ୍ରୋହକୁ ଦୃଷ୍ଟିରେ ରଖି ଉଦ୍ଧବ କ୍ୟାବିନେଟ ଔରଙ୍ଗାବାଦର ନାଁ ବଦଳାଇଥିବା କୁହାଯାଉଛି।

ସମ୍ଭାଜୀ ହେଉଛନ୍ତି ମରାଠା ଶାସକ ଛତ୍ରପତି ଶିବାଜୀଙ୍କ ବଡ଼ ପୁଅ। ଶିବାଜୀଙ୍କ ନାଁ ଅନୁସାରେ ଶିବସେନା ଗଠନ ହୋଇଛି। ତେଣୁ ଏହି ଲିଗାସିକୁ ଆଗକୁ ନେବା ପାଇଁ ଆଜି ଔରଙ୍ଗାବାଦର ନାଁକୁ ପରିବର୍ତ୍ତନ କରାଯିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ମୋଗଲ ସମ୍ରାଟ ଔରଙ୍ଗଜେବ ୧୭ତମ ଶତାବ୍ବୀରେ ଏହି ଅଞ୍ଚଳର ଗଭର୍ଣ୍ଣର ଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳରକୁ ଔରଙ୍ଗାବାଦ ଭାବେ ନାମିତ କରାଯାଇଥିଲା। ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ସମ୍ଭାଜୀଙ୍କୁ ହତ୍ୟା କରାଯାଇଥିବାରୁ ଔରଙ୍ଗାବାଦର ନାଁ ବଦଳାଇବାକୁ ଶିବସେନାର କର୍ମୀମାନେ ଦୀର୍ଘଦିନ ହେଲା ଦାବି କରି ଆସୁଥିଲେ। ଏହି ଦାବିକୁ ଆଜି ମହାରାଷ୍ଟ୍ର ସରକାର ମାନି ନେଇ ଔରଙ୍ଗାବାଦର ନାଁ ବଦଳାଇ ଦେଇଛନ୍ତି।

ଏହାବାଦ ଆଜି ମହାରାଷ୍ଟ୍ର କ୍ୟାବିନେଟ ନାଭି ମୁମ୍ବାଇର ନୂଆ ଏୟାରପୋର୍ଟର ନାଁ ଡିବି ପାଟିଲ ଅନ୍ତର୍ଜାତୀୟ ବିମାନ ବନ୍ଦର ରହିବ ରହିବ ବୋଲି ନିଷ୍ପତ୍ତି ନେଇଛି। ଏଥିସହ ଓସମାନବାଦର ନାଁକୁ ଧରାଶିବ ନାଁରେ ମଧ୍ୟ ନାମିତ କରିବାକୁ କ୍ୟାବିନେଟ ଅନୁମତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story