ଉଦ୍ଧବ ସରକାରଙ୍କୁ ଝଟକା, ଆସ୍ଥା ଭୋଟ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହାର ଅର୍ଥ ଆସନ୍ତାକାଲି ଦିନ ୧୧ଟା ବେଳକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ।  ରାଜ୍ୟପାଳ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଆଜି ସକାଳେ ଉଦ୍ଧବ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି […]

Shiv

Shiv

Hemant Lenka
  • Published: Wednesday, 29 June 2022
  • Updated: 29 June 2022, 09:54 PM IST

Sports

Latest News

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହାର ଅର୍ଥ ଆସନ୍ତାକାଲି ଦିନ ୧୧ଟା ବେଳକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ।  ରାଜ୍ୟପାଳ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଆଜି ସକାଳେ ଉଦ୍ଧବ ସରକାରଙ୍କୁ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୮.୨୭ ଯାଏ ଚାଲିଥିଲେ। ଏହାପରେ ରାତି ପ୍ରାୟ ୯.୧୫ରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜେବି ପରଡିୱାଲାଙ୍କ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ ଆମେ ଆସନ୍ତାକାଲି ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବୁ ନାହିଁ। ଆମେ ନୋଟିସ କରୁଛୁ। ଆପଣମାନେ ଚାହିଁଲେ କାଉଣ୍ଟର ଆବେଦନ କରିପାରିବେ। ଆମେ ଏହି ଆବେଦନ ସହ ମାମଲା ସହ ଜଡ଼ିତ ସବୁ କଥା ଜୁଲାଇ ୧୧ରେ ଶୁଣିବୁ। ଆସନ୍ତାକାଲିର ଫ୍ଲୋର ଟେଷ୍ଟର ରେଜଲ୍ଟ ଏହି ଆବେଦନର ଚୂଡ଼ାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି।

ଜୁଲାଇ ୧୧ରେ ସୁପ୍ରିମକୋର୍ଟ ଶିବସେନା ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ନୋଟିସର ମଧ୍ୟ ଶୁଣାଣି କରିବେ। ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ କରିଥିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ମହାରାଷ୍ଟ୍ର ସଙ୍କଟ ସହ ଜଡ଼ିତ ସବୁ ମାମଲାର ଶୁଣାଣି ଜୁଲାଇ ୧୧ରେ ଅନୁଷ୍ଠିତ ହେବ। ଆସନ୍ତାକାଲି ଅଯୋଗ୍ୟ ଘୋଷଣା ପାଇଁ ନୋଟିସ ପାଇଥିବା ବିଧାୟକମାନେ ମଧ୍ୟ ଭୋଟ ଦେଇ ପାରିବେ।

ଅନ୍ୟପକ୍ଷରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଧାୟକ ଅନୀଲ ଦେଶମୁଖ ଓ ନବାବ ମଲିକ ଆସନ୍ତାକାଲି ଆସ୍ଥା ଭୋଟରେ ଭାଗ ନେବା ପାଇଁ ବିଧାନସଭାକୁ ଆସିପାରିବେ। ଏନେଇ ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି। କାଲି ସନ୍ଧ୍ୟା ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ଶେଷ ହେବାକୁ ନିର୍ଦ୍ଦେଶ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story