ପାକିସ୍ତାନର ଆତଙ୍କୀ ସଂଗଠନ ସହ ସମ୍ପର୍କ ରଖିଥିଲା ଉଦୟପୁର ହତ୍ୟାକାରୀ!

ଉଦୟପୁର: ରାଜସ୍ଥାନ ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ହତ୍ୟା ପଛରେ ପାକିସ୍ତାନ ଲିଙ୍କ୍। କହ୍ନେୟାଙ୍କୁ ହତ୍ୟା କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ସଂସ୍ପର୍ଶରେ ରହିଥିଲା। ତା’ ଫୋନରୁ ତଦନ୍ତ ବେଳେ ୧୦ଟି ପାକିସ୍ତାନୀ ନମ୍ବର ମିଳିଛି। ଏହି ନିର୍ମମ ହତ୍ୟା ଘଟଣାରେ ପୁଲିସ୍‌ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଆଜିଠାରୁ ଏହି ଘଟଣାର ତଦନ୍ତ […]

arrest

arrest

Hemant Lenka
  • Published: Wednesday, 29 June 2022
  • Updated: 29 June 2022, 06:00 PM IST

Sports

Latest News

ଉଦୟପୁର: ରାଜସ୍ଥାନ ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ହତ୍ୟା ପଛରେ ପାକିସ୍ତାନ ଲିଙ୍କ୍। କହ୍ନେୟାଙ୍କୁ ହତ୍ୟା କରିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନର ସଂସ୍ପର୍ଶରେ ରହିଥିଲା। ତା’ ଫୋନରୁ ତଦନ୍ତ ବେଳେ ୧୦ଟି ପାକିସ୍ତାନୀ ନମ୍ବର ମିଳିଛି। ଏହି ନିର୍ମମ ହତ୍ୟା ଘଟଣାରେ ପୁଲିସ୍‌ ପୂର୍ବରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଆଜିଠାରୁ ଏହି ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ମଧ୍ୟ ଆରମ୍ଭ କରିଛି।

ଘଟଣାର ତଦନ୍ତ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କାଲିଠାରୁ ଏସଆଇଟି ଗଠନ କରିଥିଲେ। ଏସଆଇଟି ତଦନ୍ତ କରି ଜାଣିବାକୁ ପାଇଛି ଯେ ଗିରଫ ଦୁଇ ଜଣଙ୍କ ମଧ୍ୟରେ ଥିବା ମହମ୍ମଦ ରିୟାଜ ଅନସାରୀ ନିୟମିତ ଭାବେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନର ସମ୍ପର୍କରେ ରହିଥିଲା। କହ୍ନେୟା ଲାଲଙ୍କୁ ହତ୍ୟା କରିବା ପୂର୍ବରୁ ରିୟାଜ ଓ ଗିରଫ ହୋଇଥିବା ଗସ ମହମ୍ମଦ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସଆଇଏସ୍‌ର ଭିଡିଓ ମଧ୍ୟ ଦେଖିଥିଲେ। ଆଇଏସଆଇଏସର ଭିଡିଓ ଦେଖିବା ପରେ ସେହି ଶୈଳୀରେ କହ୍ନେୟା ଲାଲଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଦୋକାନରେ ପହଞ୍ଚିଥିଲେ।

ରିୟାଜ ଅନସାରୀ ପାକିସ୍ତାନର ଆତଙ୍କୀ ସଂଗଠନ ଦାୱତ ଇ-ଇସଲାମ କଥାରେ ପରିଚାଳିତ ହେଉଥିଲା। ସେହିପରି ଗସ୍‌ ମହମ୍ମଦ ଦୁଇ ଥର ନେପାଳ ଯାଇ ସେଠାରୁ କିଛି ଆତଙ୍କୀ ସଂଗଠନ ସହ ଯୋଗାଯୋଗ ସ୍ଥାପନ କରିଥିଲା। ତା’ର ସମ୍ପର୍କ ଦୁବାଇରେ ଥିବା କିଛି ଆତଙ୍କୀଙ୍କ ସହ ମଧ୍ୟ ରହିଥିଲା।

ରିୟାଜ ପ୍ରାୟ ଗୋଟିଏ ସପ୍ତାହ ହେଲା କହ୍ନେୟାଙ୍କୁ ମାରିବା ପାଇଁ ଯୋଜନା କରୁଥିଲା। ସେ କେବେ ଦୋକାନ ଖୋଲିବେ, ସେହି ସମୟକୁ ରିୟାଜ ଅପେକ୍ଷା କରିଥିଲା। ଜୁନ୍‌ ୧୭ରେ ସେ ଜାରି କରିଥିବା ଗୋଟିଏ ଭିଡିଓରେ କହିଥିଲା ଯେ “ମୁଁ ଆଗକୁ ଗୋଟିଏ ବଡ଼ କାମ କରିବାକୁ ଯାଉଛି। କାମ ପରେ ଏହାର ଭିଡିଓ ଜାରି କରିବି।”ଏଥିସହ ସେ ଅନ୍ୟମାନଙ୍କୁ ମଧ୍ୟ ତା’ ସହ ସାମିଲ ହେବାକୁ ଆହ୍ୱାନ ଦେଇଥିଲା ବୋଲି ତଦନ୍ତରୁ ସାମ୍ନାକୁ ଆସିଛି।

ତଦନ୍ତ ଚାଲିଥିବା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ କେବଳ ଆତଙ୍କ ସୃଷ୍ଟି ପାଇଁ ଏପରି ହତ୍ୟାକାଣ୍ଡ ଘଟାଇ ଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହତ୍ୟାକାରୀଙ୍କ ସମ୍ପର୍କ ବିଦେଶ ରାଷ୍ଟ୍ର ସହ ରହିଛି। ୟୁଏପିଏ ଜରିଆରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ କରୁଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story