ଭଡ଼ନଗର ରେଳ ଷ୍ଟେସନର ହେବ ନବକଳେବର, ଏଇଠି ଚା ବିକୁ ଥିଲେ ମୋଦି

modiv

ନୂଆଦିଲ୍ଲୀ: ଗୁଜରାଟର ଭଡ଼ନଗର ରେଳ ଷ୍ଟେସନର ବିକାଶ କରାଯିବ। ଏଥିପାଇଁ ୮ କୋଟି ଟଙ୍କା ଦିଆଯାଇଛି। ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏହି ସୂଚନା ଦେଇଛନ୍ତି।

ଏହି ଷ୍ଟେସନରେ ଛୁଆ ଦିନେ ଚା’ ବିକ୍ରି କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭଡ଼ନଗର ମୋଦିଙ୍କ ଜନ୍ମ ସ୍ଥାନ ମଧ୍ୟ।

Previous ArticleNext Article

Send this to a friend