ରାଜସ୍ଥାନର ୮୭ ଜଜ୍‌ଙ୍କ ବଦଳି: ସଲମାନଙ୍କ ଜାମିନର ଶୁଣାଣି କରିବାକୁ ଥିବା ଜଜ୍‌ ବି ସାମିଲ

salman

ଜୋଧପୁର: ରାଜସ୍ଥାନରେ ଏକା ସାଙ୍ଗରେ ୮୭ ଜଣ ଜଜ୍‌ଙ୍କ ବଦଳି କରାଯାଇଛି। ବଦଳି ହୋଇଥିବା ଜଜ୍‌ଙ୍କ ମଧ୍ୟରେ କୃଷ୍ଣସାର ମୃଗ ଶିକାର ଅଭିଯୋଗରେ ଜେଲ୍‌ ଦଣ୍ଡ ପାଇଥିବା ସଲମାନ ଖାନ୍‌ଙ୍କ ଜାମିନ ଆବେଦନର ଶୁଣାଣି କରିବାକୁ ଯୋଧପୁର ସେକ୍ସନ କୋର୍ଟ ଜଜ୍‌ ରବିନ୍ଦର କୁମାରା ଯୋଶି ବି ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ବଦଳି କରାଯାଇଛି।

ରବିନ୍ଦରଙ୍କୁ ସିରୋଡି ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଚନ୍ଦ୍ରକୁମାର ସୋଙ୍ଗରା ଯୋଧପୁର ସେକ୍ସନ କୋର୍ଟର ନୂଆ ଜଜ୍‌ ହେବେ।

Previous ArticleNext Article

Send this to a friend