ଧନ ଧନା ଧନ୍‌ ବନାମ କମ୍ବୋ ପ୍ଳାନ୍‌: ଜିଓକୁ ମାତ୍‌ ଦେବାକୁ ଏୟାରଟେଲ୍‌ର ଅଫର୍‌

jio1

ନୂଆଦିଲ୍ଲୀ: ରିଲିଆନ୍ସ ଜିଓର ଧନ ଧନା ଧନ ଅଫରକୁ ଟକ୍କର ଦେବା ପାଇଁ ଏୟାରଟେଲ୍‌ କମ୍ବୋ ପ୍ଲାନ ବଜାରକୁ ଆଣିଛି। ଏହି ପ୍ଲାନ୍‌ ୬୪୮ ଟଙ୍କାରୁ ଆରମ୍ଭ ହୋଇ ୧୧୯୮ ଟଙ୍କା ପର୍ଯ୍ୟନ୍ତ। ଏୟାରଟେଲ୍‌ର ଏହି ପ୍ଲାନ ସବୁ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଉପଲବ୍ଧ । ଯେଉଁଥିରେ ଗ୍ରାହକମାନେ ଅନଲିମିଟେଡ୍‌ ଡାଟା ବ୍ୟବହାର କରିବା ସହ ଯେକୌଣସି ନେଟୱର୍କକୁ ମାଗଣାରେ କଲ କରି ପାରିବେ। ଏହି ପ୍ଲାନର ନାଁ କମ୍ବୋ ପ୍ଲାନ୍‌ ଦିଆଯାଇଛି । ଏହି ସବୁ ପ୍ଲାନର ବୈଦ୍ଧତା ୨୮ଦିନ ପର୍ଯ୍ୟନ ରହିବା।

Previous ArticleNext Article

Send this to a friend