କଥା ବେଶି କାମ କମ୍‌: କେଜ୍ରିଙ୍କ ଛାତିରେ ବାଜିଲା ଆନ୍ନା ଶର

anna

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟି ଉପରେ ଏବେ କଳା ବାଦଲ। ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ମାତ୍‌ ଖାଇଛି ଆପ୍‌। ଯାହାକୁ ନେଇ ସମାଜସେବୀ ଆନ୍ନା ହଜାରେ ମୁହଁ ଖୋଲିଛନ୍ତି। ପରାଜୟ ପାଇଁ ସିଧାସଳଖ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ। ସେ କହିଛନ୍ତି, ଆମ୍‌ ଆଦମୀ ପାର୍ଟିରେ କହିବା ଓ କରିବା ମଧ୍ୟରେ ଫରକ ଅଛି। ଚୌକିର ଲୋଭ କେଜ୍ରିକୁ ବାଟବଣା କରିଦେଇଛି। ଯେଉଁଥିପାଇଁ ଆପ୍‌କୁ ଏତ ବଡ ପରାଜୟ ସାମ୍ନା କରିବାକୁ ପଡିଛି। ନିଜକୁ ସାଧାରଣ ମଣିଷ କହୁଥିବା କେଜ୍ରିୱାଲ ଦାମୀ ଗାଡି ଓ ବଙ୍ଗଳା କିପରି ନେଇଛନ୍ତି ବୋଲି ଆନ୍ନା ପ୍ରଶ୍ନ କରିଛନ୍ତି

Previous ArticleNext Article

Send this to a friend