୧୮’କୁ ସ୍ୱାଗତ କରିବାକୁ ଅକଲାଣ୍ଡରେ ଆତସବାଜୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଦେଶ ଭାବେ କିରବାଟିରେ ପାଳନ ହୋଇଛି ନୂତନ ବର୍ଷ ମହୋତ୍ସବ। 2018କୁ ସ୍ୱାଗତ କରିଛନ୍ତି କିରବାଟି, ଅକ୍ଲାଣ୍ଡ, ନ୍ଯୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ମହାଦେଶର ବିଭିନ୍ନ ଦେଶ। ଏହାସହ ଜାପାନର କିଛି ସ୍ଥାନରେ ପାଳନ ହେଉଛି ନୂତନ ବର୍ଷ । ବାଣ ଫୁଟାଇବା ସହ ରଙ୍ଗୀନ ଆଲୋକ ମାଳାରେ ଝଳସୁଛି ଅଷ୍ଟ୍ରେଲିଆ ଏବଂ ଏସିଆ ମହାଦେଶର ବିଭିନ୍ନ ଦେଶ।

Previous ArticleNext Article

Send this to a friend