ବାଂଲାଦେଶ: ବଜ୍ରପାତରେ ୩୫ ମୃତ

b

ଢାକା: ବାଂଲାଦେଶର ରାଜଧାନୀ ଢାକା ସମେତ ୧୪ ଜିଲ୍ଲାରେ ବ୍ରଜପାତ ଘଟି ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କିଛି  ଶିଶୁ, ମହିଳା ଓ କୃଷକ ଅଛନ୍ତି। ପାୱନରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିରାଜଗଞ୍ଜ ଓ ରାଜସାହିରେ ୧୦, ଫିରାଜଗଞ୍ଜ  ଓ ବ୍ରାହାମନବଡିଆରେ ୮ ଜଣଙ୍କ ମୃତ୍ୟୁ ଘଟିଛି।

ଢାକାରେ ଏକ ଇଞ୍ଜିନିୟରିଂ କଲେଜ ପଡିଆରେ ଖେଳୁଥିବା ବେଳେ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ଦେଶରେ ଅନ୍ୟ ସ୍ଥାନରେ ମଧ୍ୟ ବ୍ରଜପାତ ଘଟି ଏକାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

Previous ArticleNext Article

Send this to a friend