ପୋଲକୁ ବାଡ଼େଇ ନଦୀକୁ ଖସିପଡ଼ିଲା ବସ୍‌, ୩୦ ସଲିଳ ସମାଧି

p-55

ଜୟପୁର: ରାଜସ୍ଥାନ ଡୁବିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ବସ୍ ପୋଲ ତଳକୁ ଖସିବାରୁ ଅନୁନ୍ୟ ୩୦ ଜଣକର ମୃତ୍ୟୁ ଘଟିଛି।  ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଯାତ୍ରିବାହୀ ବସଟି ସୱାନାଇପୁରମଧୁପୁର ଜିଲ୍ଲାର ଡୁବି ନିକଟରେ ବଣସ ନଦୀକୁ ଖସିପଡ଼ିଥିଲା। ବସଟି ପୋଲ ବାଡ଼ାରେ ପିଟି ହୋଇ ଖସିପଡ଼ିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ  ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Previous ArticleNext Article

Send this to a friend