କାଲିଫର୍ଣ୍ଣିଆର ମୁସଲମାନଙ୍କୁ ଧମକପୂର୍ଣ୍ଣ ଚିଠି

mosque-california

କାଲିଫର୍ଣ୍ଣିଆ: ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ମସଜିଦ୍‌ ମାନଙ୍କରେ ମୁସଲମାନଙ୍କୁ ଧମକ ଭରା ଚିଠି ମିଳିଥିବାର ଦେଖାଯାଇଛି। ଏହି ଚିଠିରେ ମୁସଲମାନଙ୍କ ନରସିଂହାର କଥା ଲେଖା ସହ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଂପର୍କରେ ପ୍ରଂଶସା ଭରା ଚିଠି ଦେଖିବାକୁ  ମିଳିଛି।

‘କାଉନସିଲ ଅନ୍‌ ଆମେରିକାନ୍‌-ଇସଲାମିକ୍‌ ରିଲେସନ୍ସ’ (ସିଏଆଇଆର) ସ୍ଥାନୀୟ ମସଜିଦମାନଙ୍କରେ ଅଧିକ ପୋଲିସ୍‌ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ‘ଲସ୍‌ ଏଞ୍ଜେଲସ୍‌ ଟାଇମ୍ସ’ ଅନୁଯାୟୀ ଏହି ହାତ ଲେଖା ଚିଠିରେ ମୁସଲମାନମାନଙ୍କୁ ନୀଚ୍ଚ ଓ ଘୃଣ୍ୟ ବୋଲି କୁହାଯାଇଛି।

Previous ArticleNext Article

Send this to a friend