କାର୍‌,ଫ୍ଲାଟ୍‌ ବୋନସ ଦେଇଥିବା ହୀରା ବ୍ୟବସାୟୀ ଏବେ ଗାଁ ଲୋକଙ୍କ ପାଇଁ ଖୋଳୁଛନ୍ତି ପୋଖରୀ

Savji-Dholakia

ସୁରତ: ଆପଣ ଏହି ହୀରା ବ୍ୟବସାୟୀଙ୍କୁ ଭଲଭାବେ ଯାଣିଥିବେ। ଯିଏ ନିଜ କର୍ମଚାରୀଙ୍କୁ ବୋନସ ଆକାରରେ କାର୍‌ ଓ ଫ୍ଲାଟ୍‌ ଦେଇ ସାରା ଦେଶରେ ଚର୍ଚ୍ଚାକୁ ଆସିଥିଲେ। ଗୁଜରାଟ ସୁରତର ଏହି ହୀରା ବ୍ୟବସାୟୀ ହେଉଛନ୍ତି ସବଜୀ ଢୋଲକିଆ। ଏହି ବ୍ୟବସାୟୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ନୂଆ କାମ ହାତକୁ ନେଇଛନ୍ତି।  ସାବଜୀ ଏବେ ୨୦ଟି ଗାଁ ପାଇଁ ପୋଖରୀ ଖୋଳାଉଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା ଗାଁକୁ ଜଳ ଅଭାବରୁ କିପରି ରକ୍ଷା କରିହେବ। ଏହି ୨୦ଟି ଗାଁ ମଧ୍ୟରୁ ସାବଜୀ ଢୋଲାକିଆଙ୍କ ନିଜ ଗାଁ ମଧ୍ୟ ରହିଛି।

Previous ArticleNext Article

Send this to a friend