ସହିହେଲାନି ସମାଲୋଚନା: ପତଳା ହେବାକୁ ସର୍ଜରୀ କଲେ ପୋଲିସ ବାବୁ

police fat

ଜଣେ ପେ।ଲିସ ଅଧିକାରୀ  ମାତ୍ରାଧିକ ମେ।ଟାପଣ ପାଇଁ ବିଭିନ୍ନ ମହଲରୁ ସମାଲେ।ଚନା ପରେ  ନିଜର ସର୍ଜରୀ କରିଛନ୍ତି । ମୁମ୍ବାଇର ଏକ ଘରେ।ଇ ଡାକ୍ତଖାନାରେ ତାଙ୍କର ସର୍ଜରୀ ହେ।ଇଛି । ତାଙ୍କ ନଁ। ଦୈ।ଲତରାମ ଜେ।ଗୱାତ ଓ  ଓଜନ ୧୮୦ କେଜିରୁ ଉର୍ଦ୍ଧ  ହେ।ଇଥିବା ବେଳେ ସେ ମଧ୍ୟପ୍ରଦେଶର ପେ।ଲିସରେ କାର୍ଯ୍ୟରତ ଥିଲେ । ଜଣେ ପୁଲିସ ଅଧିକାରୀ ଭାବେ ଅତ୍ୟଧିକ ମେ।ଟାପଣ ପାଇଁ ସେ କିଛିଦିନ ହେଲ। ସେ।ସିଆଲ ମିଡିଆରେ ଚର୍ଚ୍ଚାରେ ରହିଥିଲେ । ଏକ ମତଦାନ କେନ୍ଦ୍ରରେ ଡ୍ୟୁଟି କରୁଥିବା ବେଳେ ଜଣାଶୁଣା ଲେଖିକା ସେ।ଭାଦେଙ୍କ ନଜରକୁ ଆସିଥଲେ ,ଯହାକୁ ସେ ଟ୍ୱିଟ୍ ମାଧ୍ୟମରେ ସମସ୍ତଙ୍କ ନଜରକୁ ଆଣିଥିଲେ । ଏହାପରେ ତାଙ୍କ ଫେ।ଟଟି ଚାରିଆଡେ ଭାଇରାଲ୍‌ ହେଇଯାଇଥିଲା । ଯଉଁଥି ପାଇଁ ଦୈ।ଲତରାମ ଜେ।ଗୱାତଙ୍କୁ ନିଜର ସର୍ଜରି କରି ଓଜନ କମାଇବାକୁ ଚାରିଆଡୁ ଚାପ ସୃଷ୍ଟି ହେ।ଇଥିଲା । ଏହି ସର୍ଜରି ପରେ ତାଙ୍କ ଓଜନ ଆଗାମି ୧୮ମାସ ଭିତରେ ପ୍ରାୟ୮୦ କିଲେ। କମିବ ବେ।ଲି ଡାକ୍ତର କହିଛନ୍ତି । ସର୍ଜରି କରିବା ପୂର୍ବରୁ ସେ କହିଥିଲେ ଯେ ଗେ।ଟିଏ ଟ୍ୱିଟ୍‌ ତାଙ୍କ ଜୀବନ ବଦଳେଇ ଦେଇଛି । ଏହାସହ ପୁଲିସ ବିଭାଗର ବରିଷ୍ଟ ଅଧିକାରୀ ଓ ମିଡିଆକୁ ସେ ବେଶେଷ ଧନ୍ୟବାଦ ଦେଇଛନ୍ତି ।

Previous ArticleNext Article

Send this to a friend