ଶସ୍ତାରେ ବିମାନ ଯାତ୍ରା ପାଇଁ ଅଫର

ନୂଆଦିଲ୍ଲୀ: ଆପଣ ଶସ୍ତାରେ ବିମାନ ଯାତ୍ରା କରିବାକୁ ଚାହୁଁଛନ୍ତି କି? ତା ହେଲେ ଚିନ୍ତା କରନ୍ତୁନି। ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ ଆଣିଦେଇଛି  indigo airlines. ମାତ୍ର ୮୯୯ ଟଙ୍କାରେ ଆପଣ ବିମାନ ଯାତ୍ରା କରିବାର ସୁଯୋଗ ଉଠାଇ ପାରିବେ। ନୂଆବର୍ଷ ଅଫର୍‌ ମୁତାବକ ଏହି ବ୍ୟବସ୍ଥା ଆରମ୍ଭ କରିଛି, ହେଲେ ମାତ୍ର ସୀମିତ ସମୟ ଲାଗି।

୧ ଫେବୃୟାରୀରୁ ୧୫ ଏପ୍ରିଲ ମଧ୍ୟରେ ଏହି ଅଫରର ଲାଭ ଉଠାଇ ପାରିବେ। ସୋମବାରଠାରୁ ବୁକିଂ ଆରମ୍ଭ ହୋଇଥିବା ବେଳେ ୧୦ ଜାନୁୟାରୀ ମଧ୍ୟରେ ଏଥିପାଇଁ ବୁକିଂ ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଉଛି।

 କେତେ ଟଙ୍କାରେ କେଉଁଠୁ ଯିବେ କୁଆଡେ:

ଦିଲ୍ଲୀରୁ ଚଣ୍ଡିଗଡ- ମାତ୍ର ୮୯୯ ଟଙ୍କା

ଦିଲ୍ଲୀରୁ ଜୟପୁର- ମାତ୍ର ୯୯୯ ଟଙ୍କା

ଦିଲ୍ଲୀରୁ ଅମୃତସର- ମାତ୍ର ୧୦୯୯ ଟଙ୍କା

ଦିଲ୍ଲୀରୁ ଦେହରାଦୁନ୍‌- ମାତ୍ର ୧୩୯୯ ଟଙ୍କା

Previous ArticleNext Article

Send this to a friend