ଅତିଥିଙ୍କୁ ଅସଦାଚରଣ: ସାମ୍ନାକୁ ଆସିଲା ସାଙ୍ଘାତିକ ସତ

abusedwoman

ନୂଆଦିଲ୍ଲୀ:୨୦୧୪-୧୫ ବର୍ଷରେ ୪୮ ଜଣ ବିଦେଶୀ ମହିଳା ପର୍ଯ୍ୟଟକ ଅସଦାଚରଣରେ ଶିକାର ହୋଇଛନ୍ତି। ଦେଶରେ ବିଭିନ୍ନ ଥାନାରେ ଏସବୁ ମାମଲା ରୁଜୁ ହୋଇଛି। କେନ୍ଦ୍ର ସରକାର ଆଜି ରାଜ୍ୟ ସଭାରେ ଏହି ତଥ୍ୟ ରଖିଛନ୍ତି। ଜାତୀୟ କ୍ରାଇମ ରେକର୍ଡ଼ ବ୍ୟୁରୋ ଅନୁଯାୟୀ, ୨୦୧୪ରେ ୩୩ ଏବଂ ୨୦୧୫ରେ୧୫ଟି  ଅସଦାଚରଣ ମାମଲା ରୁଜୁ ହୋଇଛି।  କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ହନ୍ସ ରାଜ ଅହିରି ରାଜ୍ୟ ସଭାରେ ଏହି ରିପୋର୍ଟ ଦାଖଲ କରିଛନ୍ତି। ତେବେ ୨୦୧୪ରେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୨୦୧୫ରେ କେହି  ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି।

Previous ArticleNext Article

Send this to a friend