ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

GODHRA

ଅହମ୍ମଦାବାଦ: ଗୋଧ୍ରା ଟ୍ରେନ୍ ପୋଡି ମାମଲାର ମୁଖ୍ୟ ଅଭିଯୁକ୍ତ ଫାରୁକ୍ ଭନ୍‌କୁ ବୁଧବାର ଗୁଜରାଟର ଆଣ୍ଟି ଟେରଜିମ୍ ସ୍କାର୍ଡ (ଏଟିଏସ୍‌) ଗିରଫ କରିଛି। ଦୀର୍ଘ ୧୪ ବର୍ଷ ପରେ ଭନ୍‌କୁ ପଞ୍ଚମହଲ ଜିଲ୍ଲା କୋଲ୍‌ଳ ଟୋଲ ପ୍ଲାଜାରୁ ଗିରଫ କରାଯାଇଛି। ୨୦୦୨ ମସିହାରୁ ଭାନ୍‌ ଫେରାର ଥିଲା।

ଫେବୃଆରୀ ୨୭, ୨୦୦୨ରେ ଗୋଧ୍ରା ଟ୍ରେନ୍‌ ପୋଡ଼ି ଘଟଣା ପରେ ଗୁଜୁରାଟରେ ଦଙ୍ଗା ସ୍ଥିତି ସୃଷ୍ଟି ହୋଇଥିଲା। ଟ୍ରେନ୍‌ରେ ନିଆଁ ଲଗାଯିବା ଫଳରେ ୫୯ ଲୋକଙ୍କ ମୃତ୍ୟୁ ଘଟିଥିଲା।

Previous ArticleNext Article

Send this to a friend