ଗୁଗୁଲ୍ ସହ ହାତ ମିଳାଇବ ରିଲାଏନ୍ସ ଜିଓ: ଆସିବ ଶସ୍ତା ୪ଜି ସେଟ୍

Jio

ନୂଆଦିଲ୍ଲୀ: ମାଗଣା ଇଣ୍ଟରନେଟ ସେବା ଦେଇ ଡିଜିଟାଲ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଉର ମାଲିକ ମୁକେଶ ଆମ୍ବାନି ଏବେ ଗୁଗୁଲ ସହ ହାତ ମିଳାଇବାକୁ ଯାଉଛନ୍ତି।  ଉଭ‌‌ୟେ ମିଶି ଡିଜିଟାଲ ଇଣ୍ଡିଆକୁ ପ୍ରମୋଟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଳିତ ସହ ସହଯୋଗରେ ଖୁବ୍ ଶୀଘ୍ର ଶସ୍ତା ସ୍ମାର୍ଟ ଫୋନ ଲଞ୍ଚ ହେବାକୁ ଯାଉଛି। ଏହି ସେଟରେ ୪ଜି ଫିଚର ରହିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେଟ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି । ଯାହାର ସର୍ବନିମ୍ନ ମୂଲ୍ୟ ରହିବ ହଜାରେ ଟଙ୍କା। ସେହିପରି ଏଥିରେ ଅନ୍ୟାନ୍ୟ ସୁବିଧା ରହିବ ବୋଲି କୁହାଯାଇଛି।

Previous ArticleNext Article

Send this to a friend