ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ

jammu-kashmir

ଜମ୍ମୁ: ଜାମ୍ମୁ-କାଶ୍ମୀରର ବାନ୍ଦୀପୁରାରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ  ମଧ୍ୟରେ ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପରେ ସେନା ପକ୍ଷରୁ ସେହି ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଛି। ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ହଂଜନ ଗାଁରେ ରିହାୟସୀ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାକର୍ମୀମାନେ ସୂଚନା ପାଇ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ କରିଥିଲେ। ପରେ ଉଭୟପଟୁ ଗୁଳି ବିନିମୟ ହୋଇଥିଲା।

Previous ArticleNext Article

Send this to a friend