ତେଜ ବାହାଦୁର ପରେ ସେନାବାହିନୀ ଉପରେ ଅଙ୍ଗୁଳି ଉଠାଇଲେ ଆଉ ଜଣେ ଯବାନ

Jawan vedio

ନୂଆଦିଲ୍ଲୀ: ସେନାବାହିନୀରେ ବରିଷ୍ଠ ଅଧିକରୀ ମାନଙ୍କ ଦ୍ୱାରା ନିର୍ଯାତନାର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେଜ ବାହାଦୁର ପରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଲାପରେ ସେ।ସିଆଲ ମିଡିଆରେ ଚହଳ ସୃଷ୍ଟି ହେ।ଇଛି।  ଆଉ ଜଣେ ଯବାନ ହେଲେ ସିନ୍ଧବ ଯେ।ଗୀଦାସ। ସେନାରେ ଅଧିକାରୀମାନେ ପଦର ଦୁରୁପଯେ।ଗ କରି ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା ଭିଡିଓ ମାଧ୍ୟମରେ ସେ ଅଭିଯେ।ଗ ଆଣିଛନ୍ତି । ସେନାମୁଖ୍ୟଙ୍କୁ ଏନେଇ ଚିଠି ଦେଇଥିଲେ ମଧ୍ୟ ଏହାର ସୁଫଳ ମିଳିନଥିଲ। ବେ।ଲି ସେ କହଛନ୍ତି । ଏନେଇ ଦେଶରେ ଏବେ ରାଜନୀତି ସରଗରମ ହେ।ଇଯାଇଛି ।

Previous ArticleNext Article

Send this to a friend