ଜିଓର ଆଉ ଏକ ନୂଆ ଅଫର: ବଜାରରେ ଚହଳ

Reliance

ନୂଆଦିଲ୍ଲୀ: ଜିଓ ଆଣିଛି ଆଉ ଏକ ନୂଆ ଅଫର୍‌। ମାଗଣାରେ ଅନେକ ଦିନ ଧରି ଗ୍ରାହକଙ୍କୁ କଲ ଓ ଡାଟା ଫ୍ରିରେ ଦେବା ପରେ ଏବେ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ନେଟୱର୍କ ସହ ଯୋଡିବା ପାଇଁ ଜିଓ ବିଭିନ୍ନ ପ୍ଲାନ ପ୍ରସ୍ତୁତ ଆରମ୍ଭ କରିଛି। ବିଶେଷ କରି ଆଇଏସଡି କଲ କରୁଥିବା ଗ୍ରାହକଙ୍କୁ ଆକୃଷ୍ଟ  କରିବା ପାଇଁ ଜିଓ ଏବେ ଏକ ନୂଆ ଅଫର ବଜାରକୁ ଛାଡିଛି। ଯେଉଁଥିରେ ଗ୍ରାହକ ମିନିଟକୁ ୩ଟଙ୍କାରେ ଆଇଏସଡି କଲ୍‌ କରିପାରିବେ। ଜିଓ ରେଟ୍‌ କଟର ପ୍ଲାନ୍‌ ପାଇଁ ୫୦୧ ଟଙ୍କା ରିଚାର୍ଜ କରିବାକୁ ପଡିବ। ଏହାପରେ ଆଇଏସଡି କଲରେ ମିନିଟକୁ ୩ଟଙ୍କା କଟିବ। ଯଦିଓ ଏହି କଲ ରେଟ୍‌ରେ ନିର୍ଦ୍ଦିଷ୍ଟ କିଛି ଦେଶକୁ କଲ କରିହେବ।

Previous ArticleNext Article

Send this to a friend