ଜିଓ ଆଣୁଛି ୧୮ମାସର ବମ୍ପର ଅଫର:ଏୟାରଟେଲ୍‌, ଭୋଡାଫୋନ ପାଇଁ ସତର୍କ ଘଣ୍ଟି

jio_1490242530

ନୂଆଦିଲ୍ଲୀ: ରିଲିଆନ୍ସ ଜିଓ ଆସନ୍ତା ୧୨ରୁ ୧୮ ମାସ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଯୋଗାଇଦେବ ବମ୍ପର ଅଫର। କମ୍ପାନୀ କମ୍ପ୍ଲିମେଣ୍ଟାରୀ ସେବା ଓ ଅଫର ମାଧ୍ୟମରେ ପୁଣି ଥରେ ବଜାରରେ ଚହଳ ସୃଷ୍ଟି କରିବାକୁ ଯାଉଛି। ବିଶେଷକରି ଦେଶର ଅଧିକରୁ ଅଧିକ ଲୋକଙ୍କୁ ଜିଓ ସହିତ ଯୋଡି ରଖିବା ପାଇଁ କମ୍ପାନୀ ଲଗାତାର ପ୍ରୟାସ ଜାରି ରଖିବ ବୋଲି କହୁଯାଇଛି। ଯାହାକୁ ନେଇ ଅନ୍ୟ ଟେଲିକମ୍‌ କମ୍ପାନୀକୁ କ୍ଷତି ହେବାର ସମ୍ଭାବନା ରହିଛି । ବିଶେଷ କରି ଏୟାରଟେଲ୍‌ ଓ ଭୋଡାଫନ ଭଳି କମ୍ପାନୀ କ୍ଷତି ସହିବେ।

Previous ArticleNext Article

1 Comment

Send this to a friend