କାଶ୍ମୀରରେ ପୁଣି  ଉଡିଲା ପାକିସ୍ତାନ,ଆଇଏସ୍ ଓ ଲସ୍କର ପତାକା

isis-flag

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ପୁଣି ଉଡିଲା ପାକିସ୍ତାନ ଓ ଆଇଏସର ପତାକା। ୟାକୁବ ମେନନକୁ ଫାଶି ଦେବା ବିରୋଧରେ ଶୁକ୍ରବାର ଏହି ପତାକା ଉଡାଯାଇଛି । କେତେକ ଯୁବକ ମସଜିଦ୍ ବାହାରେ ପାକିସ୍ତାନ ପତାକା ଓ ଆତଙ୍କୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଓ ଲସ୍କର ଏ ତୋଏବାର ପତାକା ଉଡାଇଥିଲେ।

ଅନ୍ୟପକ୍ଷରେ ଏହାକୁ ମିଶାଇ ୫ ଥର ହେବ ଶ୍ରୀନଗରରେ ପାକିସ୍ତାନ ଓ ଆଇଏସର ପତାକା ଉଡି ସାରିଛି।

Previous ArticleNext Article

Send this to a friend